Chinmay  Kumar Mishra

Chinmay Kumar Mishra

  • Latest
  • Popular
  • Video

White ତା ସହ ସମ୍ପର୍କ କାଟିଦବା ଅର୍ଥ ନିଜ ଦେହକୁ ନିଜେ କ୍ଷତ ବିକ୍ଷତ କରିବା ନିଜ ହୃତପିଣ୍ଡକୁ ନିଜେ କାଢି ଫିଙ୍ଗିଦବା ଫୁସଫୁସ କୁ ଅମ୍ଳଜାନ ବନ୍ଦ କରି ନିଜେ ନିଜେ ଶ୍ୱାସରୁଦ୍ଧ ହେଇ ଯିବା ତଥାପି ତା ବଂଚିବା ପାଇଁ କରିବାକୁ ପଡେ ତାକୁୁ ମିଛରେ ଭୁଲିବାକୁପଡେ ତାଠୁ ଦୁରରେ ରହିବାକୁ ବାହାନା ଖୋଜିବାକୁ ପଡେ ତା ପାଇଁ ପ୍ରତି ମୁହୁର୍ତରେ ମରେ ତଥାପି ତା ଭଲ ପାଇଁ ଏସବୁ କରିବାକୁ ପଡେ @Dr Chinmay mishra

#GoodMorning  White ତା  ସହ ସମ୍ପର୍କ କାଟିଦବା ଅର୍ଥ
ନିଜ ଦେହକୁ ନିଜେ କ୍ଷତ ବିକ୍ଷତ କରିବା 
ନିଜ ହୃତପିଣ୍ଡକୁ ନିଜେ କାଢି ଫିଙ୍ଗିଦବା
ଫୁସଫୁସ କୁ ଅମ୍ଳଜାନ ବନ୍ଦ କରି  
ନିଜେ ନିଜେ ଶ୍ୱାସରୁଦ୍ଧ ହେଇ ଯିବା
ତଥାପି ତା ବଂଚିବା ପାଇଁ  କରିବାକୁ ପଡେ
ତାକୁୁ ମିଛରେ ଭୁଲିବାକୁପଡେ
ତାଠୁ ଦୁରରେ ରହିବାକୁ ବାହାନା ଖୋଜିବାକୁ ପଡେ
ତା ପାଇଁ  ପ୍ରତି ମୁହୁର୍ତରେ ମରେ 
ତଥାପି ତା ଭଲ ପାଇଁ ଏସବୁ କରିବାକୁ ପଡେ
                     
                      @Dr Chinmay mishra

#GoodMorning

17 Love

White कोइ गिला सिकवा नहीं सिर्फ कुछ दर्द को छिपा के घुमते फिरते हैं चिन्मय मिश्रा

#engineers_day  White कोइ गिला सिकवा नहीं
सिर्फ कुछ दर्द को छिपा के 
घुमते फिरते हैं
                 चिन्मय मिश्रा

White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି ତମ ଭାଗ ପୃଥିବୀକୁ ପଛ କରିଦେଇଛି ଆଉ ମୋରଅଧିକାର ଆସିଲା କଉଠୁ ଭଲ ମନ୍ଦ ପଚାରି ବୁଝିବାକୁ ଏମିତିକି ଭାରି ଡର ଲାଗୁଛି ତମକୁ ଚାହିଁବାକୁ ତମ ମୁହଁ ମଧ୍ୟାହ୍ନ ସୁର୍ଯ୍ୟର କୀରଣ ଆଖି ଝଲସି ଉଠୁଛି ଚିନ୍ମୟ ମିଶ୍ର

#hindi_diwas  White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି 
ତମ ଭାଗ ପୃଥିବୀକୁ ପଛ କରିଦେଇଛି
ଆଉ ମୋରଅଧିକାର ଆସିଲା କଉଠୁ 
ଭଲ ମନ୍ଦ ପଚାରି ବୁଝିବାକୁ 
ଏମିତିକି ଭାରି ଡର ଲାଗୁଛି ତମକୁ ଚାହିଁବାକୁ
ତମ ମୁହଁ ମଧ୍ୟାହ୍ନ ସୁର୍ଯ୍ୟର କୀରଣ 
 ଆଖି ଝଲସି ଉଠୁଛି

                      ଚିନ୍ମୟ ମିଶ୍ର

#hindi_diwas

14 Love

White वो बहुत समझदार हैं मे रूठने कि बाहाना ढूढता रहेता हूँ वो एक हि शब्द मे पानी फैला देती है फिर मेरा ईन्तजार रहता हैं कब मेरे सवाल का जबाब न दिया जाता हैं वो आन्धी जैसे आती है मै दरिया हो जाता हूं चिन्मय मिश्रा

#love_shayari  White वो 
बहुत समझदार हैं
मे
रूठने कि बाहाना ढूढता रहेता हूँ
वो
 एक हि शब्द मे पानी फैला देती है
फिर मेरा ईन्तजार रहता हैं
 कब मेरे सवाल का जबाब न दिया जाता हैं
वो 
आन्धी जैसे आती है
मै 
दरिया हो जाता हूं

                     चिन्मय मिश्रा

White ବର୍ଷା ଛିଟା ମାରେ ଶ୍ରାବଣର ସକାଳଟାରେ ଟିକେ ଟିକେ ଦେହ କୁ ସେ ଓଦା କରେ ଆଗେ ଆଗେ ଭାରି ଭଲ ଲାଗେ ଆଜି କିନ୍ତୁ ଭିଜିବାକୁ ଭଲ ଲାଗୁ ନାହିଁ ପାପୁଲିଏ ଲାଜରେ ଲାଜେଇ ଯାଇ ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ନେଇ ସବୁଥିରୁ ନିଜକୁ ଦୂରେଇ ଦେଇ ମନେ ମନେ କହୁଥାଇ ଆଉ କେହି ତ ପଚାରୁ ନାହିଁ ମୁଁ କାହିଁ ଲେଖୁ ନାହିଁ ସତରେ ଶପଥ କରିଛି ଆକାଶକୁ ଚାହିଁ କାହା ପାଇଁ ଆଉ କେବେ ଲେଖିବି ନାହିଁ କାହା କଥା ଭାବିବି ନାହିଁ କାହାକୁ କିଛି କହିବି ନାହିଁ ମରିଯିବି କିନ୍ତୁ ସେ ମିଛ ନିଶ୍ୱାସ ନେବି ନାହିଁ କି ନିଜକୁ ଆଉଥରେ ବିଶ୍ୱାସ କରିବି ନାହିଁ କି କାହାକୁ ଦୋଷ ଦେବି ନାହିଁ ଚିନ୍ମୟ ମିଶ୍ର

 White  ବର୍ଷା ଛିଟା ମାରେ
ଶ୍ରାବଣର ସକାଳଟାରେ
ଟିକେ ଟିକେ
ଦେହ କୁ ସେ ଓଦା କରେ 
ଆଗେ ଆଗେ ଭାରି ଭଲ ଲାଗେ
ଆଜି କିନ୍ତୁ ଭିଜିବାକୁ ଭଲ ଲାଗୁ ନାହିଁ
ପାପୁଲିଏ ଲାଜରେ ଲାଜେଇ ଯାଇ 
ଛାତିରେ ଛାତିଏ କୋହ ଆଖିରେ ଆଖିଏ ଲୁହ ନେଇ
ସବୁଥିରୁ ନିଜକୁ ଦୂରେଇ ଦେଇ
ମନେ ମନେ କହୁଥାଇ
ଆଉ  କେହି ତ ପଚାରୁ ନାହିଁ
 ମୁଁ କାହିଁ ଲେଖୁ ନାହିଁ
ସତରେ
ଶପଥ କରିଛି ଆକାଶକୁ ଚାହିଁ 
କାହା ପାଇଁ  ଆଉ କେବେ ଲେଖିବି ନାହିଁ
କାହା କଥା ଭାବିବି ନାହିଁ
କାହାକୁ କିଛି କହିବି ନାହିଁ 
ମରିଯିବି କିନ୍ତୁ ସେ ମିଛ ନିଶ୍ୱାସ ନେବି ନାହିଁ
କି ନିଜକୁ ଆଉଥରେ ବିଶ୍ୱାସ କରିବି ନାହିଁ
କି କାହାକୁ ଦୋଷ ଦେବି ନାହିଁ


                           ଚିନ୍ମୟ ମିଶ୍ର

rain in morning

14 Love

Wishing you a Happy birthday I cannot say it loud but you celebrate loudly

 Wishing you a Happy birthday
I cannot say it loud
but you celebrate loudly

Wishing you a Happy birthday I cannot say it loud but you celebrate loudly

10 Love

Trending Topic