White ତା ସହ ସମ୍ପର୍କ କାଟିଦବା ଅର୍ଥ ନିଜ ଦେହକୁ ନିଜେ କ

"White ତା ସହ ସମ୍ପର୍କ କାଟିଦବା ଅର୍ଥ ନିଜ ଦେହକୁ ନିଜେ କ୍ଷତ ବିକ୍ଷତ କରିବା ନିଜ ହୃତପିଣ୍ଡକୁ ନିଜେ କାଢି ଫିଙ୍ଗିଦବା ଫୁସଫୁସ କୁ ଅମ୍ଳଜାନ ବନ୍ଦ କରି ନିଜେ ନିଜେ ଶ୍ୱାସରୁଦ୍ଧ ହେଇ ଯିବା ତଥାପି ତା ବଂଚିବା ପାଇଁ କରିବାକୁ ପଡେ ତାକୁୁ ମିଛରେ ଭୁଲିବାକୁପଡେ ତାଠୁ ଦୁରରେ ରହିବାକୁ ବାହାନା ଖୋଜିବାକୁ ପଡେ ତା ପାଇଁ ପ୍ରତି ମୁହୁର୍ତରେ ମରେ ତଥାପି ତା ଭଲ ପାଇଁ ଏସବୁ କରିବାକୁ ପଡେ @Dr Chinmay mishra"

 White ତା  ସହ ସମ୍ପର୍କ କାଟିଦବା ଅର୍ଥ
ନିଜ ଦେହକୁ ନିଜେ କ୍ଷତ ବିକ୍ଷତ କରିବା 
ନିଜ ହୃତପିଣ୍ଡକୁ ନିଜେ କାଢି ଫିଙ୍ଗିଦବା
ଫୁସଫୁସ କୁ ଅମ୍ଳଜାନ ବନ୍ଦ କରି  
ନିଜେ ନିଜେ ଶ୍ୱାସରୁଦ୍ଧ ହେଇ ଯିବା
ତଥାପି ତା ବଂଚିବା ପାଇଁ  କରିବାକୁ ପଡେ
ତାକୁୁ ମିଛରେ ଭୁଲିବାକୁପଡେ
ତାଠୁ ଦୁରରେ ରହିବାକୁ ବାହାନା ଖୋଜିବାକୁ ପଡେ
ତା ପାଇଁ  ପ୍ରତି ମୁହୁର୍ତରେ ମରେ 
ତଥାପି ତା ଭଲ ପାଇଁ ଏସବୁ କରିବାକୁ ପଡେ
                     
                      @Dr Chinmay mishra

White ତା ସହ ସମ୍ପର୍କ କାଟିଦବା ଅର୍ଥ ନିଜ ଦେହକୁ ନିଜେ କ୍ଷତ ବିକ୍ଷତ କରିବା ନିଜ ହୃତପିଣ୍ଡକୁ ନିଜେ କାଢି ଫିଙ୍ଗିଦବା ଫୁସଫୁସ କୁ ଅମ୍ଳଜାନ ବନ୍ଦ କରି ନିଜେ ନିଜେ ଶ୍ୱାସରୁଦ୍ଧ ହେଇ ଯିବା ତଥାପି ତା ବଂଚିବା ପାଇଁ କରିବାକୁ ପଡେ ତାକୁୁ ମିଛରେ ଭୁଲିବାକୁପଡେ ତାଠୁ ଦୁରରେ ରହିବାକୁ ବାହାନା ଖୋଜିବାକୁ ପଡେ ତା ପାଇଁ ପ୍ରତି ମୁହୁର୍ତରେ ମରେ ତଥାପି ତା ଭଲ ପାଇଁ ଏସବୁ କରିବାକୁ ପଡେ @Dr Chinmay mishra

#GoodMorning

People who shared love close

More like this

Trending Topic