White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି ତମ ଭାଗ ପ

"White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି ତମ ଭାଗ ପୃଥିବୀକୁ ପଛ କରିଦେଇଛି ଆଉ ମୋରଅଧିକାର ଆସିଲା କଉଠୁ ଭଲ ମନ୍ଦ ପଚାରି ବୁଝିବାକୁ ଏମିତିକି ଭାରି ଡର ଲାଗୁଛି ତମକୁ ଚାହିଁବାକୁ ତମ ମୁହଁ ମଧ୍ୟାହ୍ନ ସୁର୍ଯ୍ୟର କୀରଣ ଆଖି ଝଲସି ଉଠୁଛି ଚିନ୍ମୟ ମିଶ୍ର"

 White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି 
ତମ ଭାଗ ପୃଥିବୀକୁ ପଛ କରିଦେଇଛି
ଆଉ ମୋରଅଧିକାର ଆସିଲା କଉଠୁ 
ଭଲ ମନ୍ଦ ପଚାରି ବୁଝିବାକୁ 
ଏମିତିକି ଭାରି ଡର ଲାଗୁଛି ତମକୁ ଚାହିଁବାକୁ
ତମ ମୁହଁ ମଧ୍ୟାହ୍ନ ସୁର୍ଯ୍ୟର କୀରଣ 
 ଆଖି ଝଲସି ଉଠୁଛି

                      ଚିନ୍ମୟ ମିଶ୍ର

White ମୋ ଭାଗ ପୃଥିବୀ ତମ ନାଁରେ ଲେଖି ଦେଇଛି ତମ ଭାଗ ପୃଥିବୀକୁ ପଛ କରିଦେଇଛି ଆଉ ମୋରଅଧିକାର ଆସିଲା କଉଠୁ ଭଲ ମନ୍ଦ ପଚାରି ବୁଝିବାକୁ ଏମିତିକି ଭାରି ଡର ଲାଗୁଛି ତମକୁ ଚାହିଁବାକୁ ତମ ମୁହଁ ମଧ୍ୟାହ୍ନ ସୁର୍ଯ୍ୟର କୀରଣ ଆଖି ଝଲସି ଉଠୁଛି ଚିନ୍ମୟ ମିଶ୍ର

#hindi_diwas

People who shared love close

More like this

Trending Topic