English
ମୁଁ ପ୍ରେମ କୁ ପ୍ରେମ କରେ।।
Bhagirathi barik
117 View
ଏଇତ ଦିଶିଲାଣି ତମଗାଁ ସ୍କୁଲ୍ ଯୋଉଠି ଆମ ପ୍ରେମର ପ୍ରଥମ ମୁଳଦୁଆ ପଡିଥିଲା, କ୍ଲାସରୁମରେ ତମ ତେର୍ଛା ଚାହାଣି କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ, ବିଦ୍ୟାରାଣ, ଛାତିରେ ଠାଏ ଠାଏ ବାଜୁଥିଲା।। ©Bhagirathi barik
7 Love
107 View
ଗୋଲାପ ଦିବସେ ଗୋଲାପ ପରିକା ହସୁଥାଅ ତୁମେ ସାଥି,ମୋ ମନ ଉପବନେ ଫୁଟିଥାଅ ତୁମେ ସେ ଦିନ ହେଉ କିବା ରାତି
6 Love
120 View
ଶୀତ ସମୀରେ, ପୂର୍ଣ୍ଣିମା ରାତିରେ ,ତମର ଅନୁପସ୍ଥିତି ମତେ ବ୍ୟତିବସ୍ତ ଜୀବନ ଜି ବାକୁ ମଜବୁର କରିପକାଏ,ତମେ ଆସିବନା ମିସ୍ ବାରିକ
3 Love
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here