RJ KISAN

RJ KISAN Lives in Bhubaneswar, Odisha, India

My WhatsApp 9337839127 Instagram kisanrath121

https://nojoto.com

  • Latest
  • Popular
  • Video
#true♥️ #sadness #Quotes #Gulaab  ଚାହିଁ ଚାହିଁ କେତେ ରାତି ବିତି ସାରିଛି, 
ସ୍ବପ୍ନ ବି ହଜି ସାରିଛି।
ବାସ୍....
ସାରି ପାରିନି ତୋ ଭଲ ପାଇବା କୁ..
ଜୀବନ ର କେତେ ରଙ୍ଗ 
_with_

©RJ KISAN

#Gulaab #Love #sadness #true♥️

425 View

11 Love

फूलों सी ଏ ପୃଥିବୀ ଯଦି ବଗିଚା ହୁଏ, ତେବେ ତୁ ସେଇ ବଗିଚା ରେ ଗୋଟିଏ ବୋଲି ଗୋଲାପ ଫୁଲ. ମୋ ଦେହ ଯଦି ବଗିଚା ହୁଏ ତୁ ଏକମାତ୍ର ଅଳସୀ ଫୁଲ... ଆଜକୁ ଚାରି ବର୍ଷ ପୂର୍ବେ ତୁ ଲେଖିଥିବା ଚିଠିର ଏ ହଉଚି କିଛି ବାକ୍ୟ... ଆଜିବି ତୁ ଦେଇଥିବା ଚିଠି କୁ ମୁଁ ସାଇତି ରଖିଛି. ଦେଇଥିବା ଗୋଲାପ ଫୁଲ କୁ ବି ଡାଇରି ଭିତରେ ଗୋଟେ ନୂଆ ବୋହୂ ପରି ସଜେଇ ରଖିଛି. କିନ୍ତୁ ଫରକ୍ ଏତିକି ଆଜି ତୁ ମୋ ପାଖରେ ନାହୁଁ କି ତୁ ଦେଇଥିବା ସେ ଗୋଲାପ ଫୁଲ ର ସୌନ୍ଦର୍ଯ୍ୟ ବି ନାହିଁ. ©RJ KISAN

#dilkibaat #thought  फूलों सी ଏ ପୃଥିବୀ ଯଦି ବଗିଚା ହୁଏ, ତେବେ ତୁ ସେଇ ବଗିଚା ରେ ଗୋଟିଏ ବୋଲି ଗୋଲାପ ଫୁଲ. ମୋ ଦେହ ଯଦି ବଗିଚା ହୁଏ ତୁ ଏକମାତ୍ର ଅଳସୀ ଫୁଲ... ଆଜକୁ ଚାରି ବର୍ଷ ପୂର୍ବେ ତୁ ଲେଖିଥିବା ଚିଠିର ଏ ହଉଚି କିଛି ବାକ୍ୟ... ଆଜିବି ତୁ ଦେଇଥିବା ଚିଠି କୁ ମୁଁ ସାଇତି ରଖିଛି. ଦେଇଥିବା ଗୋଲାପ ଫୁଲ କୁ ବି ଡାଇରି ଭିତରେ ଗୋଟେ ନୂଆ ବୋହୂ ପରି ସଜେଇ ରଖିଛି. କିନ୍ତୁ ଫରକ୍ ଏତିକି ଆଜି ତୁ ମୋ ପାଖରେ ନାହୁଁ କି ତୁ ଦେଇଥିବା ସେ ଗୋଲାପ ଫୁଲ ର ସୌନ୍ଦର୍ଯ୍ୟ ବି ନାହିଁ.

©RJ KISAN

ଗୋଲାପ ଫୁଲ ଆଉ ତୁ.. #dilkibaat

12 Love

Pyaar.. ❤️❤️ -> Ekk doosre ka khayal rakhna. -> Ekk doosre ko samajh paana. -> Ekk doosre ko important feel karwana. -> Bohot ladai karna phir bhi ekk doosre ke bina reh nhi paana. ❤️Yee hai saccha pyaar❤️ ©RJ KISAN

#thought  Pyaar.. ❤️❤️
-> Ekk doosre ka khayal rakhna.
-> Ekk doosre ko samajh paana.
-> Ekk doosre ko important feel karwana.
-> Bohot ladai karna phir bhi ekk doosre ke bina reh nhi paana.
   ❤️Yee hai saccha pyaar❤️

©RJ KISAN

Pyaar❤️❤️❤️😍😍

12 Love

ସମୟ.. କେବେ କାହା ପାଇଁ ଅପେକ୍ଷା କରିବାର ନା ତମେ ଦେଖିଛ ନା ମୁଁ..କିନ୍ତୁ ମୋ ପାଇଁ ଅପେକ୍ଷା କରିଥିଲା ସେ.. କିନ୍ତୁ ଅପେକ୍ଷା କରି ପାରିଲିନି ମୁଁ. ସରି ଗଲା ପ୍ରେମର ସବୁ ଭାବ ପ୍ରବଣତା. ଅଲଗା ହେଇ ଗଲୁ ଆମେ. ମୁଁ ମୋ ବାଟରେ ଆଉ ସେ ତା ବାଟରେ. କିନ୍ତୁ ସମୟ ହାତରେ ଝୁଲି ରହିଗଲା ଆମ ପ୍ରେମର ପ୍ରମିସ୍. ଆମେ ସମୟ ପାଖରେ କଥା ଦେଇ ଥିଲେ ସାଥି ହେଇ ରହିବା ଆମେ ଆମ ଶେଷ ସମୟ ଯାଏ. କିନ୍ତୁ କେବେ ତମେ ଅପେକ୍ଷା ରେ ଥିଲ ତ କେବେ ମୁଁ. ଏଇ ସମୟ ର କ୍ରମରେ ଆମେ କେମିତି ଏକାଠି ହେଲୁ ତ କେବେ ଦୁରେଇ ଗଲୁ. ସବୁ ର ସାକ୍ଷୀ ଏ ସମୟ. ତମେ ବି ଖୁସି ଆଉ ମୁଁ ବି ଖୁସି. ଅପେକ୍ଷା ସେଇ ପୁରୁଣା ସମୟ କୁ ପୁଣି ଫେରି ଆସନ୍ତା କି! ଆମେ ପୁଣି ଗଢନ୍ତୁ ଆମ ପ୍ରେମର ତାଜ ମହଲକୁ.. ଜୀବନର କେତେ ରଙ୍ଗ _RJ KISAN

#story  ସମୟ.. କେବେ କାହା ପାଇଁ ଅପେକ୍ଷା କରିବାର ନା ତମେ ଦେଖିଛ ନା ମୁଁ..କିନ୍ତୁ ମୋ ପାଇଁ ଅପେକ୍ଷା କରିଥିଲା ସେ.. କିନ୍ତୁ ଅପେକ୍ଷା କରି ପାରିଲିନି ମୁଁ. ସରି ଗଲା ପ୍ରେମର ସବୁ ଭାବ ପ୍ରବଣତା. ଅଲଗା ହେଇ ଗଲୁ ଆମେ. ମୁଁ ମୋ ବାଟରେ ଆଉ ସେ ତା ବାଟରେ. କିନ୍ତୁ ସମୟ ହାତରେ ଝୁଲି ରହିଗଲା ଆମ ପ୍ରେମର ପ୍ରମିସ୍. ଆମେ ସମୟ ପାଖରେ କଥା ଦେଇ ଥିଲେ ସାଥି ହେଇ ରହିବା ଆମେ ଆମ ଶେଷ ସମୟ ଯାଏ. କିନ୍ତୁ କେବେ ତମେ ଅପେକ୍ଷା ରେ ଥିଲ ତ କେବେ ମୁଁ. ଏଇ ସମୟ ର କ୍ରମରେ ଆମେ କେମିତି ଏକାଠି ହେଲୁ ତ କେବେ ଦୁରେଇ ଗଲୁ. ସବୁ ର ସାକ୍ଷୀ ଏ ସମୟ. ତମେ ବି ଖୁସି ଆଉ ମୁଁ ବି ଖୁସି. ଅପେକ୍ଷା ସେଇ ପୁରୁଣା ସମୟ କୁ ପୁଣି ଫେରି ଆସନ୍ତା କି! ଆମେ ପୁଣି ଗଢନ୍ତୁ ଆମ ପ୍ରେମର ତାଜ ମହଲକୁ..
ଜୀବନର କେତେ ରଙ୍ଗ _RJ KISAN

ସମୟ ର ନିର୍ଣ୍ଣୟ.. @Kishan Kumar Rath @Eisha mahi @MONIKA SINGH @lipipuspa sahoo @Sunita patel

11 Love

ସେ ଦିନ ତୁ ଫୋନ କଲୁ. କହିଲୁ ତୋ ପାଇଁ ଗୋଟେ ଟେଡି ଟିଏ ଆଣିବା ପାଇଁ. ଏତକ କହି ତୁ ଫୋନ କାଟି ଦେଲୁ. ତୋ ପାଇଁ ଟେଡି ନେଇ ତୋ ଘର କୁ ଗଲି. କିନ୍ତୁ ତୁ ଯାଇ ଥିଲୁ ଆମ ଗାଁ ନଈ କୂଳକୁ. ହଳଦୀ ରଙ୍ଗ ର ଶାଢ଼ି ପିନ୍ଧି ତୁ ସଜେଇ ହୋଇ ରହିଥିଲୁ ଲାଜେଇ ହଳଦୀ ବସନ୍ତ ପରି. ମୋତେ କହିଲୁ ମୋ ଟେଡି ଦେ. ମୁଁ କହିଲି ମୋ ଟେଡି ତ ମୋ ଆଗରେ ଠିଆ ହେଇଛି. ତୁ ହସିଦେଲୁ ଲାଜ ଭରା ସ୍ଵର ରେ.. ଆଉ ତୋ ହସ ରେ ଫୁଟି ଗଲା ନଈ ରେ ଲକ୍ଷେ କଇଁ ଫୁଲ. ଜୀବନ ର କେତେ ରଙ୍ଗ.. RJ KISAN

#Quote  ସେ ଦିନ ତୁ ଫୋନ କଲୁ. କହିଲୁ ତୋ ପାଇଁ ଗୋଟେ ଟେଡି ଟିଏ ଆଣିବା ପାଇଁ. ଏତକ କହି ତୁ ଫୋନ କାଟି ଦେଲୁ.
ତୋ ପାଇଁ ଟେଡି ନେଇ ତୋ ଘର କୁ ଗଲି. କିନ୍ତୁ ତୁ ଯାଇ ଥିଲୁ ଆମ ଗାଁ ନଈ କୂଳକୁ. ହଳଦୀ ରଙ୍ଗ ର ଶାଢ଼ି ପିନ୍ଧି ତୁ ସଜେଇ ହୋଇ ରହିଥିଲୁ ଲାଜେଇ ହଳଦୀ ବସନ୍ତ ପରି.
ମୋତେ କହିଲୁ ମୋ ଟେଡି ଦେ. ମୁଁ କହିଲି ମୋ ଟେଡି ତ ମୋ ଆଗରେ ଠିଆ ହେଇଛି.
ତୁ ହସିଦେଲୁ ଲାଜ ଭରା ସ୍ଵର ରେ.. ଆଉ ତୋ ହସ ରେ ଫୁଟି ଗଲା ନଈ ରେ ଲକ୍ଷେ କଇଁ ଫୁଲ.
ଜୀବନ ର କେତେ ରଙ୍ଗ.. RJ KISAN

Happy teddy day.. 2020

14 Love

Trending Topic