फूलों सी ଏ ପୃଥିବୀ ଯଦି ବଗିଚା ହୁଏ, ତେବେ ତୁ ସେଇ ବଗିଚା ରେ ଗୋଟିଏ ବୋଲି ଗୋଲାପ ଫୁଲ. ମୋ ଦେହ ଯଦି ବଗିଚା ହୁଏ ତୁ ଏକମାତ୍ର ଅଳସୀ ଫୁଲ... ଆଜକୁ ଚାରି ବର୍ଷ ପୂର୍ବେ ତୁ ଲେଖିଥିବା ଚିଠିର ଏ ହଉଚି କିଛି ବାକ୍ୟ... ଆଜିବି ତୁ ଦେଇଥିବା ଚିଠି କୁ ମୁଁ ସାଇତି ରଖିଛି. ଦେଇଥିବା ଗୋଲାପ ଫୁଲ କୁ ବି ଡାଇରି ଭିତରେ ଗୋଟେ ନୂଆ ବୋହୂ ପରି ସଜେଇ ରଖିଛି. କିନ୍ତୁ ଫରକ୍ ଏତିକି ଆଜି ତୁ ମୋ ପାଖରେ ନାହୁଁ କି ତୁ ଦେଇଥିବା ସେ ଗୋଲାପ ଫୁଲ ର ସୌନ୍ଦର୍ଯ୍ୟ ବି ନାହିଁ.
©RJ KISAN
ଗୋଲାପ ଫୁଲ ଆଉ ତୁ..
#dilkibaat