ସମୟ.. କେବେ କାହା ପାଇଁ ଅପେକ୍ଷା କରିବାର ନା ତମେ ଦେଖିଛ ନା ମୁଁ..କିନ୍ତୁ ମୋ ପାଇଁ ଅପେକ୍ଷା କରିଥିଲା ସେ.. କିନ୍ତୁ ଅପେକ୍ଷା କରି ପାରିଲିନି ମୁଁ. ସରି ଗଲା ପ୍ରେମର ସବୁ ଭାବ ପ୍ରବଣତା. ଅଲଗା ହେଇ ଗଲୁ ଆମେ. ମୁଁ ମୋ ବାଟରେ ଆଉ ସେ ତା ବାଟରେ. କିନ୍ତୁ ସମୟ ହାତରେ ଝୁଲି ରହିଗଲା ଆମ ପ୍ରେମର ପ୍ରମିସ୍. ଆମେ ସମୟ ପାଖରେ କଥା ଦେଇ ଥିଲେ ସାଥି ହେଇ ରହିବା ଆମେ ଆମ ଶେଷ ସମୟ ଯାଏ. କିନ୍ତୁ କେବେ ତମେ ଅପେକ୍ଷା ରେ ଥିଲ ତ କେବେ ମୁଁ. ଏଇ ସମୟ ର କ୍ରମରେ ଆମେ କେମିତି ଏକାଠି ହେଲୁ ତ କେବେ ଦୁରେଇ ଗଲୁ. ସବୁ ର ସାକ୍ଷୀ ଏ ସମୟ. ତମେ ବି ଖୁସି ଆଉ ମୁଁ ବି ଖୁସି. ଅପେକ୍ଷା ସେଇ ପୁରୁଣା ସମୟ କୁ ପୁଣି ଫେରି ଆସନ୍ତା କି! ଆମେ ପୁଣି ଗଢନ୍ତୁ ଆମ ପ୍ରେମର ତାଜ ମହଲକୁ..
ଜୀବନର କେତେ ରଙ୍ଗ _RJ KISAN
ସମୟ ର ନିର୍ଣ୍ଣୟ.. @Kishan Kumar Rath @Eisha mahi @MONIKA SINGH @lipipuspa sahoo @Sunita patel