ଏଇତ ଦିଶିଲାଣି ତମଗାଁ ସ୍କୁଲ୍
ଯୋଉଠି ଆମ ପ୍ରେମର
ପ୍ରଥମ ମୁଳଦୁଆ ପଡିଥିଲା,
କ୍ଲାସରୁମରେ ତମ ତେର୍ଛା ଚାହାଣି
କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ,
ବିଦ୍ୟାରାଣ,
ଛାତିରେ ଠାଏ ଠାଏ ବାଜୁଥିଲା।।
©Bhagirathi barik
ଏଇତ ଦିଶିଲାଣି ତମଗାଁ ସ୍କୁଲ୍
ଯୋଉଠି ଆମ ପ୍ରେମର
ପ୍ରଥମ ମୁଳଦୁଆ ପଡିଥିଲା,
କ୍ଲାସରୁମରେ ତମ ତେର୍ଛା ଚାହାଣି
କୋଉ ବନ୍ଧୁକର ଗୁଳିଠୁ କମ୍ ନୁହେଁ,
ବିଦ୍ୟାରାଣ,
ଛାତିରେ ଠାଏ ଠାଏ ବାଜୁଥିଲା।।