English
FB/Insta/YouTube channel - Saipada Brajamohan
https://www.youtube.com/channel/UCStJiof6DFB7JfIWQii5NGQ
White ପଚାରନି ମତେ କହିପାରିବିନି, କାଇଁ ମୋ ଆଖିରେ ଲୁହ; କହିପାରୁଥାନ୍ତି ଯଦି ବା ଥାଆନ୍ତା କାଇଁ ମୋ ଆଖିରେ ଲୁହ ! ©Saipada Brajamohan
Saipada Brajamohan
13 Love
White ଜାଣିନ ଯଦି ମୁଁ ହାରିଥିଲି କେତେ, କେତେଥର ଝୁଣ୍ଟିଥିଲି; ଜିତିଗଲେ କହିବନି, "ପାଇଗଲା ଭାଗ୍ୟରେ ତା ଥିଲା ବୋଲି ।" @suvam@ ©Saipada Brajamohan
1 Love
ଜୀବନର ମନ୍ଥନରେ ତୁମେ ବି ମନ୍ଥି ହବ, କେବେ ହାରିଯିବ ସବୁ କେବେ ହବ ଲାଭ, ହେଲେ ଯଦି ବିଷ ଲାଗେ ପ୍ରତି ଟି ମୁହୂର୍ତ୍ତ; ବିଷ ପାନ କରିବାକୁ ଆସିବେ ମହାଦେବ । @suvam@ ©Saipada Brajamohan
ସକାଳରୁ ସଞ୍ଜ ଦିଏ କାଟି, ନା ଆକାଶ ଦେଖେ ନା ମାଟି, ସକାଳରୁ ସଞ୍ଜ ଦିଏ କାଟି , ନା ପଦେ କଥା କହେ ପାଟି, ନାହିଁ ସାଙ୍ଗ ସାଥୀ ନାହିଁ ଖଟି, ନାହିଁ କାମ କିଛି ନାହିଁ ଛୁଟି, କେଜାଣି କାହିଁକି କେତେ ଦିନୁ ମୋର ଜୀବନ ବିତେ ଏମିତି; ଯେମିତି ଶୋଷରେ ପାଣି ପିଏ ହେଲେ ସିଲେଇ ହେଇଛି ତଣ୍ଟି । @suvam@ ©Saipada Brajamohan
16 Love
White ହସ ମଲା ପରେ ହସିବାକୁ ମିଳେ, ଶୋଷ ମଲା ପରେ ପାଣି, ଭୋକ ମଲା ପରେ ଖାଇବାକୁ ମିଳେ, ଏ ତ ଜୀବନ କାହାଣୀ । @suvam@ ©Saipada Brajamohan
14 Love
ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା, ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା, ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି, ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା । @suvam@ ©Saipada Brajamohan
12 Love
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here