ମୋ ଭାଗ୍ୟ ମୋ ଉପରେ ରାଗି ନଥାନ୍ତା, ମୋ କର୍ମର ଫଳ ବି ଭାଙ୍ଗି ନଥାନ୍ତା, ପୂର୍ବ ଜନ୍ମରେ କିଛି ତ ପାପ କରିଥିଲି, ନେହେଲ ଏ ଜନ୍ମରେ ଜୀବନ ଟା, ମୋତେ ଅଭିଶାପ ଭଳି ଲାଗି ନଥାନ୍ତା । @suvam@ ©Saipada Brajamohan ଅଭିଶାପ Quotes, Shayari, Story, Poem, Jokes, Memes On Nojoto