Kalpalata Kanungo

Kalpalata Kanungo

  • Latest
  • Popular
  • Video

ଈଶ୍ବରଙ୍କର ଏଇ ସୁନ୍ଦର ଦୁନିଆଁ ରେ ସତରେ କଣ 'ପ୍ରେମ' ଅଛି..?? ହଁ,,ମନ କହେ.. ଯଦି ଈଶ୍ୱର ଅଛନ୍ତି.. ତେବେ ନିଶ୍ଚୟ କେଉଁଠି ନା କେଉଁଠି 'ପ୍ରେମ' ଲୁଚିଛି😍🙏🌹 ©Kalpalata Kanungo

#ଚିନ୍ତାଧାରା  ଈଶ୍ବରଙ୍କର ଏଇ ସୁନ୍ଦର ଦୁନିଆଁ ରେ ସତରେ କଣ 'ପ୍ରେମ' ଅଛି..?? ହଁ,,ମନ କହେ.. ଯଦି ଈଶ୍ୱର ଅଛନ୍ତି.. ତେବେ ନିଶ୍ଚୟ କେଉଁଠି ନା କେଉଁଠି 'ପ୍ରେମ' ଲୁଚିଛି😍🙏🌹

©Kalpalata Kanungo

ହଁ,,

12 Love

White ବହୁତ ମନେ ପଡୁଛି ମୋର ତୁମ କଥା.. ଏମିତି ଇଚ୍ଛା ହୁଏ... କିଏ ମୋତେ ବୁଝେଇ ଦିଅନ୍ତା କି ;? ସ୍ନେହ ବୋଳା କେତୋଟି ଶବ୍ଦ ମାଧ୍ୟମରେ...;; ମନ କୁ ବୁଝିଲା ପରି.. ନିଜ ଅନ୍ତରରୁ ଆତ୍ମୀୟତା ଭରା ପଦିଏ କଥାରେ....;; ବୁଝି ଯାଆନ୍ତା ମନ ମୋର.. ଟିକିଏ ଶାନ୍ତିରେ...,, କିନ୍ତୁ....ନା,, କେହି ନାହିଁ ସେମିତି..ତୁମ ପରି.. ଯିଏ ମୋତେ ବୁଝେଇ ଦେବ..ଆଉ ମନ ମୋର ବୁଝିଯିବ...,, କୋହ ଭରା ମନ ମୋର.. ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ପ୍ରତିଟି ଦୁଃଖ କୁ ସୁଖ ମାନିନେଇ..ପୁଣି ଥରେ ଆଗକୁ ପାଦ ଥାପିବ..,, ହେଲେ ନା..,, କେହି ନାହିଁ ହଁ,,ସେମିତି କେହି ନାହିଁ............... ତୁମ ସ୍ଥାନ କେବଳ ତୁମର...,, ସେଠି ଆଉ କେହି ନାହିଁ... କି କେହି ରହିବେ ନାହିଁ..🙏 ©Kalpalata Kanungo

#ଜୀବନ #good_night  White ବହୁତ ମନେ ପଡୁଛି ମୋର ତୁମ କଥା..
ଏମିତି ଇଚ୍ଛା ହୁଏ...
କିଏ ମୋତେ ବୁଝେଇ ଦିଅନ୍ତା କି ;?
ସ୍ନେହ ବୋଳା କେତୋଟି ଶବ୍ଦ ମାଧ୍ୟମରେ...;;
ମନ କୁ ବୁଝିଲା ପରି..
ନିଜ ଅନ୍ତରରୁ ଆତ୍ମୀୟତା ଭରା
ପଦିଏ କଥାରେ....;; 
ବୁଝି ଯାଆନ୍ତା ମନ ମୋର..
ଟିକିଏ ଶାନ୍ତିରେ...,, 
କିନ୍ତୁ....ନା,, କେହି ନାହିଁ ସେମିତି..ତୁମ ପରି..
ଯିଏ ମୋତେ ବୁଝେଇ ଦେବ..ଆଉ ମନ ମୋର ବୁଝିଯିବ...,,
କୋହ ଭରା ମନ ମୋର.. ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ
ପ୍ରତିଟି ଦୁଃଖ କୁ ସୁଖ ମାନିନେଇ..ପୁଣି ଥରେ
ଆଗକୁ ପାଦ ଥାପିବ..,, ହେଲେ ନା..,, କେହି ନାହିଁ
ହଁ,,ସେମିତି କେହି ନାହିଁ...............
ତୁମ ସ୍ଥାନ କେବଳ ତୁମର...,,
ସେଠି ଆଉ କେହି ନାହିଁ... କି 
କେହି ରହିବେ ନାହିଁ..🙏

©Kalpalata Kanungo

#good_night "କେବଳ ତୁମେ"

13 Love

White ଦୁନିଆଁରେ ସବୁଠାରୁ ମୂଲ୍ୟବାନ ହେଉଛି... "ଆନ୍ତରିକ ସ୍ନେହ.. ପ୍ରେମ..ଭଲପାଇବା,, ଯଦି ଆପଣଙ୍କୁ କେବେ ମିଳେ.... ତାକୁ କେବେ ହତାଦର କରନ୍ତୁ ନାହିଁ.. କି ତା ସହିତ କେବେବି ବିଶ୍ଵାସ ଘାତକତା କରନ୍ତୁ ନାହିଁ,, ହୃଦୟ ରୁ ସମ୍ମାନ କରନ୍ତୁ,, "ଏହା ହିଁ ଐଶ୍ୱରୀୟ ଅନୁଭୂତି..",, ©Kalpalata Kanungo

#ଚିନ୍ତାଧାରା #love_shayari  White ଦୁନିଆଁରେ ସବୁଠାରୁ ମୂଲ୍ୟବାନ ହେଉଛି...
"ଆନ୍ତରିକ ସ୍ନେହ.. ପ୍ରେମ..ଭଲପାଇବା,,
ଯଦି ଆପଣଙ୍କୁ କେବେ ମିଳେ.... 
ତାକୁ କେବେ ହତାଦର କରନ୍ତୁ ନାହିଁ.. କି 
ତା ସହିତ କେବେବି ବିଶ୍ଵାସ ଘାତକତା କରନ୍ତୁ ନାହିଁ,, 
ହୃଦୟ ରୁ ସମ୍ମାନ କରନ୍ତୁ,,
"ଏହା ହିଁ ଐଶ୍ୱରୀୟ ଅନୁଭୂତି..",,

©Kalpalata Kanungo

#love_shayari 'ଐଶ୍ୱରୀୟ ଅନୁଭୂତି"

9 Love

ମୋତେ ଛାଡ଼ି ରହିବାର.. ଓ ମୋ ଠାରୁ ଦୂରେଇ ଯିବାର ପ୍ରଚେଷ୍ଟା ତମର ଖୁଵ ବଢ଼ିଆ ଥିଲା ,,ଆଉ .. ତମେ ସଫଳ ହେଇଗଲ..,,କିନ୍ତୁ ମୁଁ.. ଯୋଉଠି ଥିଲି ବାସ୍ ସେଇଠି ରହିଗଲି,, ମୋତେ ନେଇ ତମେ କିଛି ସ୍ୱପ୍ନ ଦେଖି ନଥିଲ... ସେଥିପାଇଁ ତମେ.. ଖୁଵ ସହଜ ରେ ନିଜ ରାସ୍ତା ବାଛି ନେଲ,, ହେଲେ ମୁଁ.. ତୁମକୁ ନେଇ ଦେଖିଥିବା.. ସବୁ ସ୍ୱପ୍ନ ର ପଛରେ ପଡ଼ି ପଡ଼ି.. ସେଇ ସ୍ୱପ୍ନ ର ଦୁନିଆଁ ରେ ହଜିଗଲି,, ଆଉ ବାହାରି ବାର ରାସ୍ତା ପାଇଲିନି,, ତୁମ ମିଛ ପ୍ରେମ ର ଚକ୍ରବ୍ୟୁହ ରେ .. ଅଣ ନିଶ୍ବାସୀ ହୋଇ..ମୁଁ ଛଟ୍ ପଟ୍ ହେଲି... ଶେଷ କୁ ରୋଗ ର ଶିକାର ହୋଇ.. କେବଳ ମୃତ୍ୟୁ ର ରାସ୍ତା କୁ ... ଏଡ଼େଇବାର ପ୍ରଚେଷ୍ଟା ରେ ସମୟ ବିତେଇଲି,, ଏଇଥିଲା ତୁମର ମୋ ପାଇଁ ପ୍ରେମ ଉପହାର.. ଯାହା କୁ ନେଇ... ଗୋଟେ ଜନ୍ମ କାଟିବାରେ ମୁଁ ବ୍ୟସ୍ତ ରହିଗଲି.. ©Kalpalata Kanungo

#କବିତା  ମୋତେ ଛାଡ଼ି ରହିବାର.. ଓ
ମୋ ଠାରୁ ଦୂରେଇ ଯିବାର ପ୍ରଚେଷ୍ଟା ତମର
ଖୁଵ ବଢ଼ିଆ ଥିଲା ,,ଆଉ ..
ତମେ ସଫଳ ହେଇଗଲ..,,କିନ୍ତୁ ମୁଁ.. 
ଯୋଉଠି ଥିଲି ବାସ୍ ସେଇଠି ରହିଗଲି,, 

ମୋତେ ନେଇ ତମେ କିଛି ସ୍ୱପ୍ନ ଦେଖି ନଥିଲ...
ସେଥିପାଇଁ ତମେ.. 
ଖୁଵ ସହଜ ରେ ନିଜ ରାସ୍ତା ବାଛି ନେଲ,, ହେଲେ ମୁଁ.. 
ତୁମକୁ ନେଇ ଦେଖିଥିବା.. 
ସବୁ ସ୍ୱପ୍ନ ର ପଛରେ ପଡ଼ି ପଡ଼ି..
ସେଇ ସ୍ୱପ୍ନ ର ଦୁନିଆଁ ରେ ହଜିଗଲି,, 
ଆଉ ବାହାରି ବାର ରାସ୍ତା ପାଇଲିନି,, 

ତୁମ ମିଛ ପ୍ରେମ ର ଚକ୍ରବ୍ୟୁହ ରେ ..
ଅଣ ନିଶ୍ବାସୀ ହୋଇ..ମୁଁ ଛଟ୍ ପଟ୍ ହେଲି...
ଶେଷ କୁ ରୋଗ ର ଶିକାର ହୋଇ.. 
କେବଳ ମୃତ୍ୟୁ ର ରାସ୍ତା କୁ ...
ଏଡ଼େଇବାର ପ୍ରଚେଷ୍ଟା ରେ ସମୟ ବିତେଇଲି,, 
ଏଇଥିଲା ତୁମର ମୋ ପାଇଁ ପ୍ରେମ ଉପହାର.. 
ଯାହା କୁ ନେଇ... 
ଗୋଟେ ଜନ୍ମ କାଟିବାରେ ମୁଁ ବ୍ୟସ୍ତ ରହିଗଲି..

©Kalpalata Kanungo

"ମୁଁ ତମେ ଓ ଆମ ଭଲପାଇବା"

16 Love

କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ, ନା ତାହା କାହା ସହିତ ଭାଗ କରିହୁଏ... ନା ସେଇ ଦୁଃଖ ପାଇଁ କାହାକୁ ଦୋଷ ଦେଇ ହୁଏ.., ତାହା କେବଳ.. ଏକାନ୍ତ ନିଜସ୍ୱ, ଯାହା... ନିଜ ଭିତରେ ହିଁ ସୀମିତ ରହିଯାଏ.... ©Kalpalata Kanungo

#କବିତା  କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ,

ନା ତାହା କାହା ସହିତ ଭାଗ କରିହୁଏ...

ନା ସେଇ ଦୁଃଖ ପାଇଁ କାହାକୁ ଦୋଷ ଦେଇ ହୁଏ..,

ତାହା କେବଳ.. ଏକାନ୍ତ ନିଜସ୍ୱ,

ଯାହା... ନିଜ ଭିତରେ ହିଁ ସୀମିତ ରହିଯାଏ....

©Kalpalata Kanungo

"ଅବ୍ୟକ୍ତ ଅନୁଭୂତି"

12 Love

ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା ଏକ ଛଦ୍ମ ବେଶୀ ପ୍ରହେଳିକା.. ଏହାକୁ ବୁଝିବା.. ଏହାକୁ ଜିଇଁ ବା.. କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,, କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,, ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ ବୁଣି ଚାଲେ ସ୍ୱପ୍ନ ର ବଗିଚା... ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ.. ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ ଅବାସ୍ତବତାର ସ୍ପର୍ଶ.............. ଖୁଵ ନିଆରା... ହଁ,,ଖୁଵ ନିଆରା.... ©Kalpalata Kanungo

#ଇରୋଟିକ୍  ଜୀବନ...ବାସ୍ତବ ର ରଙ୍ଗ ରେ ସଜେଇ ହୋଇଥିବା
ଏକ ଛଦ୍ମ ବେଶୀ ପ୍ରହେଳିକା..
ଏହାକୁ ବୁଝିବା.. ଏହାକୁ ଜିଇଁ ବା..
କେବେ ଯନ୍ତ୍ରଣା ର ଜୁଈ ତ ..କେବେ ଛଳନା ର ବାଲିସ୍ତୁପ,,
କେବେ ସୁଖ ର ମୃଗ ତୃଷ୍ଣା.. କେବେ ଲୁହର ନଈ ତ
କେବେ.. ମିଛ ଆଶା ଓ ଆଶ୍ୱାସନା ର ସିନ୍ଦୁକ,,

ତଥାପି ମଣିଷ... ବଞ୍ଚିବାର ପାଚେରୀ ଭିତରେ
ବୁଣି ଚାଲେ ସ୍ୱପ୍ନ ର ବଗିଚା...
ଏଠି କେବେ ପତ୍ର ଝଡ଼ାପୃଥିବୀ ତ...ପୁଣି କେବେ
ଦୂର ଦିଗନ୍ତ ରୁ ସବୁଜ ସୌନ୍ଦର୍ଯ୍ୟର ଦୃଶ୍ୟ..
ସବୁ ଅଦ୍ଭୁତ ଏଠି...ବାସ୍ତବ ନାଁ ରେ 
ଅବାସ୍ତବତାର ସ୍ପର୍ଶ..............
ଖୁଵ ନିଆରା... ହଁ,,ଖୁଵ ନିଆରା....

©Kalpalata Kanungo

ନିଆରା ପୃଥିବୀ

9 Love

Trending Topic