White ଦୁନିଆଁରେ ସବୁଠାରୁ ମୂଲ୍ୟବାନ ହେଉଛି...
"ଆନ୍ତରିକ ସ୍ନେହ.. ପ୍ରେମ..ଭଲପାଇବା,,
ଯଦି ଆପଣଙ୍କୁ କେବେ ମିଳେ....
ତାକୁ କେବେ ହତାଦର କରନ୍ତୁ ନାହିଁ.. କି
ତା ସହିତ କେବେବି ବିଶ୍ଵାସ ଘାତକତା କରନ୍ତୁ ନାହିଁ,,
ହୃଦୟ ରୁ ସମ୍ମାନ କରନ୍ତୁ,,
"ଏହା ହିଁ ଐଶ୍ୱରୀୟ ଅନୁଭୂତି..",,
©Kalpalata Kanungo
#love_shayari 'ଐଶ୍ୱରୀୟ ଅନୁଭୂତି"