କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ, ନା ତାହା କାହା ସହିତ ଭାଗ କରିହୁଏ... ନା ସେଇ ଦୁଃଖ ପାଇଁ କାହାକୁ ଦୋଷ ଦେଇ ହୁଏ.., ତାହା କେବଳ.. ଏକାନ୍ତ ନିଜସ୍ୱ, ଯାହା... ନିଜ ଭିତରେ ହିଁ ସୀମିତ ରହିଯାଏ.... ©Kalpalata Kanungo "ଅବ୍ୟକ୍ତ ଅନୁଭୂତି" Quotes, Shayari, Story, Poem, Jokes, Memes On Nojoto