କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ,

ନା ତାହା କାହା ସହିତ
  • Latest
  • Popular
  • Video

କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ, ନା ତାହା କାହା ସହିତ ଭାଗ କରିହୁଏ... ନା ସେଇ ଦୁଃଖ ପାଇଁ କାହାକୁ ଦୋଷ ଦେଇ ହୁଏ.., ତାହା କେବଳ.. ଏକାନ୍ତ ନିଜସ୍ୱ, ଯାହା... ନିଜ ଭିତରେ ହିଁ ସୀମିତ ରହିଯାଏ.... ©Kalpalata Kanungo

#କବିତା  କିଛି ଦୁଃଖ ଏକାନ୍ତ ନିଜସ୍ୱ ହୋଇଥାଏ,

ନା ତାହା କାହା ସହିତ ଭାଗ କରିହୁଏ...

ନା ସେଇ ଦୁଃଖ ପାଇଁ କାହାକୁ ଦୋଷ ଦେଇ ହୁଏ..,

ତାହା କେବଳ.. ଏକାନ୍ତ ନିଜସ୍ୱ,

ଯାହା... ନିଜ ଭିତରେ ହିଁ ସୀମିତ ରହିଯାଏ....

©Kalpalata Kanungo

"ଅବ୍ୟକ୍ତ ଅନୁଭୂତି"

12 Love

Trending Topic