Rajguru

Rajguru

ବାସ୍ତବ ନୁହଁ ନୂତନ ସମ୍ଭାବନା✍️

  • Latest
  • Popular
  • Repost
  • Video

White 🧑‍💼- ବେଳେବେଳେ ଏମିତି ହୁଅନ୍ତା ! ସବୁ କିଛି ଛାଡ଼ି ବହୁଦୂରକୁ ଚାଲିଯାଆନ୍ତେ ତୁମେ ଆଉ ମୁଁ । ନିରୋଳାରେ କେତେ ଗପନ୍ତେ, ମୋ କୋଳରେ ମୁଣ୍ଡ ରଖି କେତେ ଅଭିମାନର କଥା କୁହନ୍ତ ଆଉ ମୁଁ ଅବୋଧ ଶିଶୁଟେ ପରି ସବୁ ଶୁଣନ୍ତି | ସତରେ କେତେ ଭଲ ହୁଅନ୍ତା !❤️! 👰- ଧେତ୍, ତମେ ବି ନା !❤️! ©Rajguru

#ରାଜଗୁରୁ #ପ୍ରେମ #love_shayari #rajguru  White  
🧑‍💼- ବେଳେବେଳେ ଏମିତି ହୁଅନ୍ତା ! ସବୁ କିଛି ଛାଡ଼ି ବହୁଦୂରକୁ ଚାଲିଯାଆନ୍ତେ ତୁମେ ଆଉ ମୁଁ । ନିରୋଳାରେ କେତେ ଗପନ୍ତେ, 
ମୋ କୋଳରେ ମୁଣ୍ଡ ରଖି କେତେ ଅଭିମାନର କଥା କୁହନ୍ତ
 ଆଉ ମୁଁ ଅବୋଧ ଶିଶୁଟେ ପରି ସବୁ ଶୁଣନ୍ତି | 
ସତରେ କେତେ ଭଲ ହୁଅନ୍ତା  !❤️!
👰- ଧେତ୍, ତମେ ବି ନା  !❤️!

©Rajguru

White ପଶ୍ଚିମ ଆକାଶେ ସୂର୍ଯ୍ୟାସ୍ତ ମୂହୁର୍ତ୍ତ ବିଷାଦର କଇଁ ଫୁଟେ ଲିଭିଯାଉଥିବା ହୃଦୟ ଦ୍ଵୀପ ବିରହ ଘୃତେ ଜଳିଉଠେ।। ©Rajguru

#ରାଜଗୁରୁ #sad_quotes #SAD  White  ପଶ୍ଚିମ ଆକାଶେ ସୂର୍ଯ୍ୟାସ୍ତ ମୂହୁର୍ତ୍ତ 
ବିଷାଦର କଇଁ ଫୁଟେ 
ଲିଭିଯାଉଥିବା ହୃଦୟ ଦ୍ଵୀପ 
ବିରହ ଘୃତେ ଜଳିଉଠେ।।

©Rajguru

#sad_quotes #ରାଜଗୁରୁ #ରାଜଗୁରୁ pramodini Mohapatra Nishant Soni gaTTubaba m raj. g The Janu Show

11 Love

#ପ୍ରେମ_ଟିକେ_ଅଗଲା_ପ୍ରକାର 💞"ସ୍ଵାଭିମାନ ବନାମ ଜିଦ୍"💔 ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍। ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ। ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, "କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ ? ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''। ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି । ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ। ©Rajguru

#ପ୍ରେମ_ଟିକେ_ଅଗଲା_ପ୍ରକାର #ରାଜଗୁରୁ #ପ୍ରେମ #ego  #ପ୍ରେମ_ଟିକେ_ଅଗଲା_ପ୍ରକାର

💞"ସ୍ଵାଭିମାନ ବନାମ ଜିଦ୍"💔
ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। 
ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। 
ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍।
ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ।
ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି 
ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ  
ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। 
ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, 
"କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ  ?
ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, 
ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''।
ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, 
ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି ।
ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର 
ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ 
ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। 
ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର 
ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ।

©Rajguru

White କୁଞ୍ଜବନେ ନାଚୁଥିଲା ରାଧା ରାଧା ଡାକୁଥିଲା ସେ ନନ୍ଦଲାଲାର ପିଲା କହ୍ନେଇ ବଇଁଶୀବାଲା ©Rajguru

#ଚିନ୍ତାଧାରା #କ୍ରିଷ୍ଣା #Krishna  White କୁଞ୍ଜବନେ ନାଚୁଥିଲା
ରାଧା ରାଧା ଡାକୁଥିଲା 
ସେ ନନ୍ଦଲାଲାର ପିଲା 
କହ୍ନେଇ ବଇଁଶୀବାଲା

©Rajguru

White ପ୍ରେୟସୀ ଷୋଡ଼ଶୀ ଆଗୋ ମୋ ନୟନଧାରା ତୁମେ ହିଁ ମୋ ଜୀବନ ପ୍ରମୁଖ ସରଗ ଅପସରା ©Rajguru

#ସମାଜ #karwachouth  White ପ୍ରେୟସୀ ଷୋଡ଼ଶୀ ଆଗୋ ମୋ ନୟନଧାରା 
ତୁମେ ହିଁ ମୋ ଜୀବନ ପ୍ରମୁଖ ସରଗ ଅପସରା

©Rajguru

#karwachouth

12 Love

White ସମୟ ବଦଳେ ଋତୁ ବି ବଦଳେ କିନ୍ତୁ ତୁମେ କେବେ ବଦଳିବ ନାହିଁ। କଥା ଦିଅ ମୋତେ ସବୁ ପ୍ରତିକୂଳ ପରିସ୍ଥିତି ରେ ହାତ ମୋ ଛାଡ଼ିବ ନାହିଁ।। ©Rajguru

#ଚିନ୍ତାଧାରା #Sad_Status  White ସମୟ ବଦଳେ 
ଋତୁ ବି ବଦଳେ 
କିନ୍ତୁ ତୁମେ କେବେ ବଦଳିବ ନାହିଁ।
କଥା ଦିଅ ମୋତେ 
ସବୁ ପ୍ରତିକୂଳ ପରିସ୍ଥିତି ରେ 
ହାତ ମୋ ଛାଡ଼ିବ ନାହିଁ।।

©Rajguru

#Sad_Status

16 Love

Trending Topic