Sign in

#ପ୍ରେମ_ଟିକେ_ଅଗଲା_ପ୍ରକାର 💞"ସ୍ଵାଭିମାନ ବନାମ ଜିଦ୍"💔 ସ | ଓଡ଼ିଆ ପ୍

"#ପ୍ରେମ_ଟିକେ_ଅଗଲା_ପ୍ରକାର 💞"ସ୍ଵାଭିମାନ ବନାମ ଜିଦ୍"💔 ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍। ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ। ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, "କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ ? ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''। ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି । ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ। ©Rajguru"

 #ପ୍ରେମ_ଟିକେ_ଅଗଲା_ପ୍ରକାର

💞"ସ୍ଵାଭିମାନ ବନାମ ଜିଦ୍"💔
ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। 
ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। 
ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍।
ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ।
ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି 
ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ  
ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। 
ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, 
"କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ  ?
ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, 
ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''।
ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, 
ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି ।
ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର 
ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ 
ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। 
ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର 
ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ।

©Rajguru

#ପ୍ରେମ_ଟିକେ_ଅଗଲା_ପ୍ରକାର 💞"ସ୍ଵାଭିମାନ ବନାମ ଜିଦ୍"💔 ସେଦିନ ତା' ସହ ଦେଖା ହେଲା କାଫେ ୪୪ ରେ। ଶୀତ ତାପ ନିୟନ୍ତ୍ରିତ ଗୋପନୀୟତା ରଖିପାରୁଥିବା ଗୋଲ୍ ଟେବୁଲ୍। ଆଉ ମହମବତୀ ର ଭ୍ରମ ସୃଷ୍ଟି କରୁଥିବା ଚାଇନା ଲାଇଟ୍। ଟେବୁଲ୍ ର ଦୁଇ ଅପର ପାର୍ଶ୍ଵରେ ସେ ଆଉ ମୁଁ। ସେ ମୋ ପାଇଁ ଆସିଥିଲା କି ମୁଁ ତା' ପାଇଁ ସେଠାକୁ ଯାଇଥିଲି ସେଇଟା ଗୋଟେ ଅଧା ଦେଖା ସ୍ଵପ୍ନ ଯାହାକୁ ନା ସତ ଭାବିହେବ ନା ଠିକ୍ ରେ ମନେ ପକାଇ ଭୁଲି ହୋଇପାରିହେବ । ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ତା'ର ଆଉ ମୋର ଏ ଭେଟଘାଟ।କିଛି ସମୟ ତଥାପି ୨୦ରୁ ୨୫ମି. ର ନୀରବତା। ନୀରବତା କ'ଣ ଯେ ସେ ତା' ଜିଦ୍ ରେ ଅଟଳ ଆଉ ମୁଁ ମୋ ପୌରୁଷ ପଣିଆର ଆତ୍ମସ୍ୱାଭିମାନ । କେହି କାହାକୁ କିଛି କହିବାକୁ ଯେମିତି ଜ୍ୟୋତିଷ ଗଣନା କରିବାକୁ ହେବ।ପାଖାପାଖି ୩୦ମିନିଟ୍ ପରେ ବାଧ୍ୟ ହୋଇ ପଚାରିଲି, "କିଛି କହିବ ନା ସେମିତି ନିଜ ଜିଦ୍ ସହ ସେମିତି ଅତୁଟ ବନ୍ଧନର ରହିଥିବ ? ଆଉ ପ୍ରତିଉତ୍ତର ଆସିଲା,"ହୁଁ"ହୁଁ କ'ଣ ଯେ, କଥା କହି ପାରୁନ କି? ମୁଁ ଓଡିଆ ରେ ପଚାରୁଛି ଆଉ ତୁମେ ଓଡିଆ ରେ କୁହ।ପୁଣି ସେଇ ହୁଁ।କ'ଣ କିଛି କହିବ ନା ମୁଁ ପଳେଇବି, ଏଥର ଓଡ଼ିଆ ଭାଷାରେ ଆଉ ଦୁଇଟି ଅକ୍ଷର ଯୋଡ଼ି ହେବା ପରି ଉତ୍ତର ଆସିଲା ''। ସ୍ଵାଭିମାନ କୁ ବଞ୍ଚେଇ ଉଠିବାକୁ ଭାବୁଥିଲି କିନ୍ତୁ ଏ ଅବୁଝା ମନଟା ଜମା ମାନିଲା ନାହିଁ, ହୁଁ ରୁ ଜାଣିନି ର ସଫଳତାକୁ ବଡ଼ ଭାବି ବସି ରହିଲି । ବେଶ୍ କିଛି ସମୟ ଏମିତି ଜାଣିନି, ହୁଁ, କୁହ କହିବ କି ନାହିଁ ର ଏ ଭିଡ଼ ଭିତରେ, ନିର୍ଯ୍ୟାସ ସେ ଜିଦ୍ ରେ ଉଠିକି ନିଜ ରାସ୍ତାରେ ଆଉ ମୋ ସ୍ଵାଭିମାନ କୁ ମୁଣ୍ଡେଇ ମୋ ରାସ୍ତାରେ। ଟେବୁଲ୍ ରେ ଥୁଆ ହୋଇଥିବା ବିଚରା ମେନୁ କାର୍ଡ ଟା ନିଜର ଅର୍ଧାଂଶ କୁ ତ୍ୟାଗୀ ଦେଇଥିଲା ସ୍ଵାଭିମାନ ଆଉ ଏ ଜିଦ୍ ର ବିଶ୍ବଯୁଦ୍ଧରେ। ©Rajguru

#love #ego #ରାଜଗୁରୁ

People who shared love close

More like this

White क्यों न जानूं मैं तुझे, क्यों न जाने तू मुझे, कहती है दुनिया, प्यार और जंग में सब जायज़ है। तू कबूल ले मुझे, यही खुदा से फरमाईश है। मेरे मन में बैठी तू, संगीत की धुन कोई, गाती कोयल, नया अनुराग सा कोई। तुझसे रिश्ता है मेरा, अजीज़ कोई, जैसे हवाओं का पत्तों से वास्ता कोई, लहरों का किनारे पर रास्ता कोई। तुझे न देखूं, ऐसा होगा नहीं, तुझे देखना मेरी फितरत में है। चुपके से देख लूं एक बार तुझे, थोड़ा अजीब ही सही, तेरे पैरों की आहट से, मुझे प्यारी सी घबराहट है कोई। देख ले एक बार मुझे, इसी में है राहत मेरी, तू आए न आए, तेरे दीदार को, मेरी तरसती आँखों का इंतजार ही सही। मेरी इबादत जरूर, एक दिन रंग लाएगी, जब तेरी ये चंचल आँखें मुझ पर रुक जाएंगी। तुझसे है रिश्ता मेरा, अजीज़ कोई, तुझे न देखूं, ऐसा होगा नहीं। ©Ajay Singh Bisht

 White   क्यों न जानूं मैं तुझे, क्यों न जाने तू मुझे,
कहती है दुनिया, प्यार और जंग में सब जायज़ है।
तू कबूल ले मुझे, यही खुदा से फरमाईश है।

मेरे मन में बैठी तू, संगीत की धुन कोई,
गाती कोयल, नया अनुराग सा कोई।
तुझसे रिश्ता है मेरा, अजीज़ कोई,
जैसे हवाओं का पत्तों से वास्ता कोई,
लहरों का किनारे पर रास्ता कोई।

तुझे न देखूं, ऐसा होगा नहीं,
तुझे देखना मेरी फितरत में है।
चुपके से देख लूं एक बार तुझे, थोड़ा अजीब ही सही,
तेरे पैरों की आहट से, मुझे प्यारी सी घबराहट है कोई।

देख ले एक बार मुझे, इसी में है राहत मेरी,
  तू आए न आए, तेरे दीदार को, 
मेरी तरसती आँखों का इंतजार ही सही।

मेरी इबादत जरूर, एक दिन रंग लाएगी,
जब तेरी ये चंचल आँखें मुझ पर रुक जाएंगी।

तुझसे है रिश्ता मेरा, अजीज़ कोई,
तुझे न देखूं, ऐसा होगा नहीं।

©Ajay Singh Bisht

#GoodMorning #हिंदी कोट्स #लाइफ कोट्स #फ्रेंड्स कोट्स #कोट्स इन हिंदी

10 Love

 मेरी हस्ती को तुम क्या पहचानोगे…?? हजारों मशहूर हो गए मुझे बदनाम करते करते ©Sam

#Hastii   मेरी हस्ती को तुम क्या पहचानोगे…??
हजारों मशहूर हो गए मुझे बदनाम करते करते

©Sam

#Hastii

12 Love

White समझ में कभी आया ही नहीं न जाने कैसा यह किस्सा है ? वो मेरे हिस्से की जिंदगी है या जिंदगी का हिस्सा है ? ©PoojaKulshrestha

#zindgimeri  White समझ में कभी आया ही नहीं
न जाने कैसा यह किस्सा है ?
वो मेरे हिस्से की जिंदगी है  
या जिंदगी का हिस्सा है ?

©PoojaKulshrestha

#zindgimeri

12 Love

White बचा लिए जाएँगे जल, जंगल, नदिया और पर्वत..!! फ़िलहाल भोले भाले पुरुषों को बचाइए..!! ©सोनू यदुवंशी

#शायरी #love_shayari  White बचा लिए जाएँगे जल, जंगल, नदिया और पर्वत..!!

 फ़िलहाल भोले भाले पुरुषों को बचाइए..!!

©सोनू यदुवंशी

#love_shayari

11 Love

Unsplash एक मुलाक़ात फ़िर ज़रूरी है, जो बात हुई थी वो आधी-अधूरी है, मगर फिर कब कैसे कहां मिलें, अब भी कुछ फासले कुछ दूरी है, मन मान भी जाए तो क्या,दिल की सुनना भी मजबूरी है, जबतक आखिरी पन्ना ना लिखा जाए तबतक कोई कहानी कहाँ पूरी है! ©Rakhie.. "दिल की आवाज़"

#library  Unsplash एक मुलाक़ात फ़िर ज़रूरी है,
जो बात हुई थी वो आधी-अधूरी है,
मगर फिर कब कैसे कहां मिलें, अब भी कुछ फासले कुछ दूरी है,
मन मान भी जाए तो क्या,दिल की सुनना भी मजबूरी है,
जबतक आखिरी पन्ना ना लिखा जाए तबतक कोई कहानी कहाँ पूरी है!

©Rakhie.. "दिल की आवाज़"

#library

14 Love

White ये धैर्य की अंतिम घड़ी है महोदय, शांति या विनाश परिस्थितियां तय करेंगी। ©सोनू यदुवंशी

#शायरी #Thinking  White ये धैर्य की अंतिम घड़ी है महोदय,

 शांति या विनाश परिस्थितियां तय करेंगी।

©सोनू यदुवंशी

#Thinking

16 Love

Trending Topic