White
🧑💼- ବେଳେବେଳେ ଏମିତି ହୁଅନ୍ତା ! ସବୁ କିଛି ଛାଡ଼ି ବହୁଦୂରକୁ ଚାଲିଯାଆନ୍ତେ ତୁମେ ଆଉ ମୁଁ । ନିରୋଳାରେ କେତେ ଗପନ୍ତେ,
ମୋ କୋଳରେ ମୁଣ୍ଡ ରଖି କେତେ ଅଭିମାନର କଥା କୁହନ୍ତ
ଆଉ ମୁଁ ଅବୋଧ ଶିଶୁଟେ ପରି ସବୁ ଶୁଣନ୍ତି |
ସତରେ କେତେ ଭଲ ହୁଅନ୍ତା !❤️!
👰- ଧେତ୍, ତମେ ବି ନା !❤️!
©Rajguru
#love_shayari #ରାଜଗୁରୁ #rajguru
👌 👌 👌 🌹 🌹