ସେଦିନର କଥା : ୧ ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି

"ସେଦିନର କଥା : ୧ ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି କବିତା ଲେଖି ପାରିବିନି ଗପ ତୁମ ମୋ ସ୍ମୃତିକୁ ନେଇ ରଚି ପାରିବିନି ଗୀତ ଆଙ୍କି ପାରିବିନି ଚିତ୍ର ତୁମ ଦୁନିଆ ମୋ ଦୁନିଆ ଅଲଗା ଅଲଗା ...!! ତୁମ ମୋ ଇଚ୍ଛାକୁ ନେଇ ଦେଖି ପାରିବିନି ସ୍ୱପ୍ନ ଗଢି ପାରିବିନି ସୁଖର ମହଲ ତୁମ ମୋ ପ୍ରୀତିକୁ ନେଇ ହୋଇପାରିବିନି ପ୍ରୀତ ହୋଇ ପାରିବିନି ଭାବୁକ ତୁମେ ରାସ୍ତା ମୋ ରାସ୍ତା ନିରବତା ନିଛାଟିଆ ...!! ତୁମ ମୋ କଥା ଆଜି ଏକ ନିଆରା ଅଭିଶାପ ମୁଁ ମୂକବଧିର। ତୁମ ମୋ ସଂପର୍କ ଏକ ଧୁ ଧୁ ଖରାବେଳ ଗଣିତ ବହିର କଠିନ ଅଙ୍କ ତୁମେ ମୁଁ ଦୁଇ ଅଚିହ୍ନା ଅଜଣା ମଣିଷ ... !!"

 ସେଦିନର କଥା : ୧ 

ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି କବିତା ଲେଖି ପାରିବିନି ଗପ
ତୁମ ମୋ ସ୍ମୃତିକୁ ନେଇ ରଚି ପାରିବିନି ଗୀତ ଆଙ୍କି ପାରିବିନି ଚିତ୍ର
ତୁମ ଦୁନିଆ ମୋ ଦୁନିଆ ଅଲଗା ଅଲଗା ...!!

ତୁମ ମୋ ଇଚ୍ଛାକୁ ନେଇ ଦେଖି ପାରିବିନି ସ୍ୱପ୍ନ ଗଢି ପାରିବିନି ସୁଖର ମହଲ
ତୁମ ମୋ ପ୍ରୀତିକୁ ନେଇ ହୋଇପାରିବିନି ପ୍ରୀତ ହୋଇ ପାରିବିନି ଭାବୁକ
ତୁମେ ରାସ୍ତା ମୋ ରାସ୍ତା ନିରବତା ନିଛାଟିଆ ...!!
 
ତୁମ ମୋ କଥା ଆଜି ଏକ ନିଆରା ଅଭିଶାପ ମୁଁ ମୂକବଧିର।
ତୁମ ମୋ ସଂପର୍କ ଏକ ଧୁ ଧୁ ଖରାବେଳ ଗଣିତ ବହିର କଠିନ ଅଙ୍କ
ତୁମେ ମୁଁ ଦୁଇ ଅଚିହ୍ନା ଅଜଣା ମଣିଷ ... !!

ସେଦିନର କଥା : ୧ ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି କବିତା ଲେଖି ପାରିବିନି ଗପ ତୁମ ମୋ ସ୍ମୃତିକୁ ନେଇ ରଚି ପାରିବିନି ଗୀତ ଆଙ୍କି ପାରିବିନି ଚିତ୍ର ତୁମ ଦୁନିଆ ମୋ ଦୁନିଆ ଅଲଗା ଅଲଗା ...!! ତୁମ ମୋ ଇଚ୍ଛାକୁ ନେଇ ଦେଖି ପାରିବିନି ସ୍ୱପ୍ନ ଗଢି ପାରିବିନି ସୁଖର ମହଲ ତୁମ ମୋ ପ୍ରୀତିକୁ ନେଇ ହୋଇପାରିବିନି ପ୍ରୀତ ହୋଇ ପାରିବିନି ଭାବୁକ ତୁମେ ରାସ୍ତା ମୋ ରାସ୍ତା ନିରବତା ନିଛାଟିଆ ...!! ତୁମ ମୋ କଥା ଆଜି ଏକ ନିଆରା ଅଭିଶାପ ମୁଁ ମୂକବଧିର। ତୁମ ମୋ ସଂପର୍କ ଏକ ଧୁ ଧୁ ଖରାବେଳ ଗଣିତ ବହିର କଠିନ ଅଙ୍କ ତୁମେ ମୁଁ ଦୁଇ ଅଚିହ୍ନା ଅଜଣା ମଣିଷ ... !!

#love

People who shared love close

More like this

Trending Topic