Pradesh Pratyush

Pradesh Pratyush Lives in Bhubaneswar, Odisha, India

Journalist, story teller, blogger, poet

owndialogue.blogspot.com

  • Latest
  • Popular
  • Video
#father

#father

54 View

ସେଦିନର କଥା : ୧ ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି କବିତା ଲେଖି ପାରିବିନି ଗପ ତୁମ ମୋ ସ୍ମୃତିକୁ ନେଇ ରଚି ପାରିବିନି ଗୀତ ଆଙ୍କି ପାରିବିନି ଚିତ୍ର ତୁମ ଦୁନିଆ ମୋ ଦୁନିଆ ଅଲଗା ଅଲଗା ...!! ତୁମ ମୋ ଇଚ୍ଛାକୁ ନେଇ ଦେଖି ପାରିବିନି ସ୍ୱପ୍ନ ଗଢି ପାରିବିନି ସୁଖର ମହଲ ତୁମ ମୋ ପ୍ରୀତିକୁ ନେଇ ହୋଇପାରିବିନି ପ୍ରୀତ ହୋଇ ପାରିବିନି ଭାବୁକ ତୁମେ ରାସ୍ତା ମୋ ରାସ୍ତା ନିରବତା ନିଛାଟିଆ ...!! ତୁମ ମୋ କଥା ଆଜି ଏକ ନିଆରା ଅଭିଶାପ ମୁଁ ମୂକବଧିର। ତୁମ ମୋ ସଂପର୍କ ଏକ ଧୁ ଧୁ ଖରାବେଳ ଗଣିତ ବହିର କଠିନ ଅଙ୍କ ତୁମେ ମୁଁ ଦୁଇ ଅଚିହ୍ନା ଅଜଣା ମଣିଷ ... !!

 ସେଦିନର କଥା : ୧ 

ତୁମ ମୋ ସଂପର୍କକୁ ନେଇ ଲେଖିପାରିବିନି କବିତା ଲେଖି ପାରିବିନି ଗପ
ତୁମ ମୋ ସ୍ମୃତିକୁ ନେଇ ରଚି ପାରିବିନି ଗୀତ ଆଙ୍କି ପାରିବିନି ଚିତ୍ର
ତୁମ ଦୁନିଆ ମୋ ଦୁନିଆ ଅଲଗା ଅଲଗା ...!!

ତୁମ ମୋ ଇଚ୍ଛାକୁ ନେଇ ଦେଖି ପାରିବିନି ସ୍ୱପ୍ନ ଗଢି ପାରିବିନି ସୁଖର ମହଲ
ତୁମ ମୋ ପ୍ରୀତିକୁ ନେଇ ହୋଇପାରିବିନି ପ୍ରୀତ ହୋଇ ପାରିବିନି ଭାବୁକ
ତୁମେ ରାସ୍ତା ମୋ ରାସ୍ତା ନିରବତା ନିଛାଟିଆ ...!!
 
ତୁମ ମୋ କଥା ଆଜି ଏକ ନିଆରା ଅଭିଶାପ ମୁଁ ମୂକବଧିର।
ତୁମ ମୋ ସଂପର୍କ ଏକ ଧୁ ଧୁ ଖରାବେଳ ଗଣିତ ବହିର କଠିନ ଅଙ୍କ
ତୁମେ ମୁଁ ଦୁଇ ଅଚିହ୍ନା ଅଜଣା ମଣିଷ ... !!

#love

15 Love

#PradeshPratyush #LoveBytes  Love bytes... 🌹
#ତୁମ_ମନ #କବିତା #tuma_mana #kabita  କବିତା : 
ତୁମ ମନ
 ରଚନା:
 ରଶ୍ମିତା

କେବେ କହିବୁନି ଆଉ କାହାକୁ ତୋ ମୋ କଥା ଦିନେ ପ୍ରେମ ରଚି ଥିଲେ - ଆମେ ଖୁବ୍ ଯତ୍ନର ସହ... !!

#ପ୍ରେମ #brokenheart  କେବେ କହିବୁନି 
ଆଉ କାହାକୁ 
ତୋ ମୋ କଥା 
ଦିନେ ପ୍ରେମ ରଚି ଥିଲେ -
ଆମେ
ଖୁବ୍ ଯତ୍ନର ସହ... !!
#ସାର୍ଥକ #ପ୍ରଦେଶ

#ସାର୍ଥକ ଜୀବନ #ପ୍ରଦେଶ ପ୍ରତ୍ୟୁଷ

47 View

Trending Topic