ଗଛ ଟିଏ ମୁହିଁ ଶୁଣ ମୋ କାହାଣୀ,
ମୋ ପାଇଁ ଯେ ଚାଲେ ଏ ଧରଣୀ ।
ମୁଁ ନିଜେ କହୁଛି ମୋର ବ୍ୟଥା,
ଶୁଣ ଥରେ ମନ ଦେଇ ମୋ ଅକୁହା କଥା ।
ନିଜ ପାଇଁ ଚାହେଁନା ମୁଁ କିଛି,
ପରୋପକାର ପାଇଁ ତୋ ଦୁନିଆ ରେ ଅଛି ।
ନିଷ୍ଠୁର ମାନବ ଜାତି ମୋତେ କେତେ ଯନ୍ତ୍ରଣା ଦଉଛି,
ମୋତେ ଯେ ସେ ହାଣି ଜାଳି ନିତି ମାରୁଛି ।
ମୋର ଚେର ଠୁ ନେଇ ପତ୍ର ଫୁଲ, ଫଳ ଓ ଛାଇ ସବୁ ତୋ ପର ପାଇଁ,
ତଥାବି ଏ ମାନବ ମୋ ନିଷ୍ଠାପରତା କୁ ଦେଖୁ ତୋ ନାହିଁ ।
©Lili Dey
Continue with Social Accounts
Facebook Googleor already have account Login Here