Tu Aur Main
  • Latest
  • Popular
  • Video

एक शक्श को हम भी मुज़बानी याद थे ये अलग बात है तब सिर्फ हम उसके पास थे मुर्शाद वो तो सबको ही पाने की ख्वाहिश रखता था और हम सोचते रहे सिर्फ हम ही उसके खास थे ©BY KHADUUS

#Tuaurmain  एक शक्श को हम भी मुज़बानी याद थे


ये अलग बात है तब सिर्फ हम उसके पास थे


मुर्शाद वो तो सबको ही पाने की ख्वाहिश रखता था


और हम सोचते रहे सिर्फ हम ही उसके खास थे

©BY KHADUUS

#Tuaurmain

15 Love

ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ ପ୍ରେମ ମାନେ କଣ କହିବ କି ? ହସି ହସି କହିଲି ମୁଁ... ଆଗ ମୋତେ କୁହ କୋଉ ପ୍ରେମ କଥା ଶୁଣିବ ? ଆଗକାଳେ ପ୍ରେମ ଜାତ ହେଉଥିଲା ସଜଳ ଆଖିର ଲୁହରେ, ମରିଯାଉଥିଲା କେଉଁ କିଶୋରୀର ଅଦେଖା ଛାତିର କୋହରେ... ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର Mobile missed call ରେ, ଶେଷ ହୁଏ police ର ମାଡ଼ରେ ଆଉ ଅନ୍ଧାରି ହାଜତ ଘରେ... ******** ©Subrat Kanungo

#Tuaurmain  ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ 
ପ୍ରେମ ମାନେ କଣ କହିବ କି ?
ହସି ହସି କହିଲି ମୁଁ...
ଆଗ ମୋତେ କୁହ କୋଉ 
ପ୍ରେମ କଥା ଶୁଣିବ ?
ଆଗକାଳେ ପ୍ରେମ ଜାତ ହେଉଥିଲା 
ସଜଳ ଆଖିର ଲୁହରେ,
ମରିଯାଉଥିଲା କେଉଁ କିଶୋରୀର 
ଅଦେଖା ଛାତିର କୋହରେ...
ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର
Mobile missed call ରେ,
ଶେଷ ହୁଏ police ର ମାଡ଼ରେ 
ଆଉ ଅନ୍ଧାରି ହାଜତ ଘରେ...
********

©Subrat Kanungo

#Tuaurmain

13 Love

जो बात निकलती है दिल से कुछ उसका असर होता है, कहने वाला तो रोता है सुनने वाला भी रोता है. हर रिश्ते मे सिर्फ नूर बरसेगा, शर्त बस इतनी है कि रिश्ते में शरारतें करो साजिशें नहीं... ©Aman Majra

#ਕੋਟਸ #Tuaurmain  जो बात निकलती है दिल से कुछ उसका असर होता है,

कहने वाला तो रोता है सुनने वाला भी रोता है.

हर रिश्ते मे सिर्फ नूर बरसेगा,

शर्त बस इतनी है कि रिश्ते में शरारतें करो साजिशें नहीं...

©Aman Majra

#Tuaurmain ਬੈਸਟ ਕੋਟਸ ਲਾਈਫ ਕੋਟਸ ਰਿਲੇਸ਼ਨਸ਼ਿਪ ਕੋਟਸ

16 Love

"ପ୍ରେମ ଓ ପ୍ରତାରଣା" ---------------------------- ପବିତ୍ର ପ୍ରେମଟା କଳଙ୍କିତ ଆଜି ପ୍ରତାରଣା ବିଷ ଭରି ସବୁ ବୁଝିପାରି ଏ ସଭ୍ୟ ମଣିଷ ଦ୍ୱନ୍ଦ୍ୱେ ହୁଏ ଖାଲି ଘାରି। ପ୍ରେମ ଫଗୁଣର ଅବିର ରଙ୍ଗଟା ଲାଗେ ଆଜି ଫିକାଫିକା ମିଛ ପ୍ରତାରଣା ସନ୍ଦେହ ଘେରରେ ବଞ୍ଚିବାକୁ ହୁଏ ଏକା। ପ୍ରକୃତ ପ୍ରେମର ସଂଜ୍ଞା ବଦଳିଛି ନାହିଁ ଆଉ ଆକର୍ଷଣ କାମନା ନିଶାରେ ବାଟବଣା ଆଜି ପ୍ରେମିକ ପ୍ରେମିକା ଗଣ। ପ୍ରେମରେ ମିଶିଲେ ପ୍ରତାରଣା ଝୁଲ ଜୀବନଟା ହୁଏ ନଷ୍ଟ ପ୍ରେମୀ ଏକା ଜାଣେ ପ୍ରତାରଣା ପାଇଁ ଭୋଗିବାକୁ ପଡ଼େ କଷ୍ଟ। ପ୍ରେମ ଦୁନିଆରେ ଠିକଣା ହଜେଇ କରନାହିଁ ପ୍ରତାରଣା ବିଶ୍ୱାସ ଭରସା ଗହଣା ପିନ୍ଧି କି ଠିକ୍ ରଖ ବୁଝାମଣା। ©Subrat Kanungo

#Tuaurmain  "ପ୍ରେମ ଓ ପ୍ରତାରଣା"
----------------------------
ପବିତ୍ର ପ୍ରେମଟା କଳଙ୍କିତ ଆଜି
ପ୍ରତାରଣା ବିଷ ଭରି
ସବୁ ବୁଝିପାରି ଏ ସଭ୍ୟ ମଣିଷ
ଦ୍ୱନ୍ଦ୍ୱେ ହୁଏ ଖାଲି ଘାରି।

ପ୍ରେମ ଫଗୁଣର ଅବିର ରଙ୍ଗଟା
ଲାଗେ ଆଜି ଫିକାଫିକା
ମିଛ ପ୍ରତାରଣା ସନ୍ଦେହ ଘେରରେ
ବଞ୍ଚିବାକୁ ହୁଏ ଏକା।

ପ୍ରକୃତ ପ୍ରେମର ସଂଜ୍ଞା ବଦଳିଛି
ନାହିଁ ଆଉ ଆକର୍ଷଣ
କାମନା ନିଶାରେ ବାଟବଣା ଆଜି
ପ୍ରେମିକ ପ୍ରେମିକା ଗଣ।

ପ୍ରେମରେ ମିଶିଲେ ପ୍ରତାରଣା ଝୁଲ
ଜୀବନଟା ହୁଏ ନଷ୍ଟ
ପ୍ରେମୀ ଏକା ଜାଣେ ପ୍ରତାରଣା ପାଇଁ
ଭୋଗିବାକୁ ପଡ଼େ କଷ୍ଟ।

ପ୍ରେମ ଦୁନିଆରେ ଠିକଣା ହଜେଇ
କରନାହିଁ ପ୍ରତାରଣା
ବିଶ୍ୱାସ ଭରସା ଗହଣା ପିନ୍ଧି କି
ଠିକ୍ ରଖ ବୁଝାମଣା।

©Subrat Kanungo

#Tuaurmain

13 Love

♥️"ସ୍ବପ୍ନ ନାୟିକା"♥️ ******************* ଲେଖିଦେଲି ନାଁ ତୋର ମନ କାଗଜରେ ହଜେଇଲି ନିଜକୁ ମୁଁ ପ୍ରେମର ସହରେ ଜ୍ୟୋତ୍ସ୍ନାର ରାତି ଥାଏ ମିଛେ ଋଷି ବସେ ସିଏ ଲୁଚି ଲୁଚି ହସୁଥାଏ ନିଆରା ଠାଣିରେ ମତୁଆଲା କରେ ତାର ଚୋରା ଚାହାଣିରେ ସ୍ବପ୍ନ ପୁଣି ଭାଙ୍ଗିଯାଏ ତାକୁ ପୁଣି ଖୋଜିହୁଏ ଜାଣେନା ମୁଁ କିଏ ସିଏ ଯାହାକୁ ମୁଁ ଖୋଜୁଥାଏ ସେଇ ନିଝୁମ ରାତିରେ ସେଇ ନିସ୍ତବ୍ଧ ପ୍ରହରେ ******** ©Subrat Kanungo

#Tuaurmain  ♥️"ସ୍ବପ୍ନ ନାୟିକା"♥️
*******************

ଲେଖିଦେଲି ନାଁ ତୋର ମନ କାଗଜରେ
ହଜେଇଲି ନିଜକୁ ମୁଁ ପ୍ରେମର ସହରେ
ଜ୍ୟୋତ୍ସ୍ନାର ରାତି ଥାଏ
ମିଛେ ଋଷି ବସେ ସିଏ
ଲୁଚି ଲୁଚି ହସୁଥାଏ
ନିଆରା ଠାଣିରେ
ମତୁଆଲା କରେ ତାର
ଚୋରା ଚାହାଣିରେ
ସ୍ବପ୍ନ ପୁଣି ଭାଙ୍ଗିଯାଏ
ତାକୁ ପୁଣି ଖୋଜିହୁଏ
ଜାଣେନା ମୁଁ କିଏ ସିଏ
ଯାହାକୁ ମୁଁ ଖୋଜୁଥାଏ
ସେଇ ନିଝୁମ ରାତିରେ
ସେଇ ନିସ୍ତବ୍ଧ ପ୍ରହରେ

********

©Subrat Kanungo

#Tuaurmain

14 Love

Meri marji ke bina meri cheez ko chhune pr lagta hai ki aag lga du....🔥 Magar Aapni cheez ko nhi balki dusro ke hatho ko...🔪🔥🔪 ©Ankitaishika

#Quotes #hates  Meri marji ke bina meri cheez ko chhune pr lagta hai ki aag lga du....🔥
Magar Aapni cheez ko nhi balki dusro ke hatho ko...🔪🔥🔪

©Ankitaishika

#hates

17 Love

Trending Topic