ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ
ପ୍ରେମ ମାନେ କଣ କହିବ କି ?
ହସି ହସି କହିଲି ମୁଁ...
ଆଗ ମୋତେ କୁହ କୋଉ
ପ୍ରେମ କଥା ଶୁଣିବ ?
ଆଗକାଳେ ପ୍ରେମ ଜାତ ହେଉଥିଲା
ସଜଳ ଆଖିର ଲୁହରେ,
ମରିଯାଉଥିଲା କେଉଁ କିଶୋରୀର
ଅଦେଖା ଛାତିର କୋହରେ...
ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର
Mobile missed call ରେ,
ଶେଷ ହୁଏ police ର ମାଡ଼ରେ
ଆଉ ଅନ୍ଧାରି ହାଜତ ଘରେ...
********
©Subrat Kanungo
#Tuaurmain