tags

New कॉमनवेल्थ गेम्स 2022 Status, Photo, Video

Find the latest Status about कॉमनवेल्थ गेम्स 2022 from top creators only on Nojoto App. Also find trending photos & videos about कॉमनवेल्थ गेम्स 2022.

  • Latest
  • Popular
  • Video

White whatsApp chats 19-1-2022 ⬇️ 21-1-2022 ⬇️ 26-1-2022 ⬇️ 28-1-2022 ⬇️ 14-3-2022 ⬇️ 27-3-2022 ⬇️ 18-4-2022 ⬇️ 23-5-2022 ⬇️ 27-5-2022 ⬇️ 28-6-2022 ⬇️ 1-8-2022 ⬇️ 6-8-2022 ⬇️ 11-8-2022 ⬇️ 14-11-2022 ⬇️ 10-12-2022 ⬇️ 2022 ki bate(15times) ©कृष्ण की प्रेयसी राधा

#लव  White whatsApp chats

19-1-2022
⬇️
21-1-2022
⬇️
26-1-2022
⬇️
28-1-2022
⬇️
14-3-2022
⬇️
27-3-2022
⬇️
18-4-2022
⬇️
23-5-2022
⬇️
27-5-2022
⬇️
28-6-2022
⬇️
1-8-2022
⬇️
6-8-2022
⬇️
11-8-2022
⬇️
14-11-2022
⬇️
10-12-2022
⬇️
2022 ki bate(15times)

©कृष्ण की प्रेयसी राधा

#2022.ki bate

14 Love

White ଯାତ୍ରା-25 ବାପା କିଛି ଦେଇନି ତମକୁ ଅବା କି ଅର୍ପିବି ଯାହା ପାଶେ ଜୀବନସାରା ହାତ ପତେଇଲି ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି? ଭାବେ କେବେ କେବେ କିଛି ଅର୍ପଣ କରିବାକୁ , ପ୍ରଳମ୍ବିତ ହାତ- ସନ୍ତର୍ପଣ ସଂକୋଚରେ ଫେରିଆସେ ପଛକୁ; ବାପା!! କାଳେ ତୁମେ କ'ଣ ଭାବି ବ ନି ତ!! ତମ ଛାଇ ତଳେ- ନିଘୋଡ଼ ନିଦରେ ନିଜକୁ ହଜେଇଥିବା ଅକିଞ୍ଚନ,ମୁଢ଼ ମଣିଷଟିଏ ମୁଁ- ଭୁଲି ଯାଇଥିଲି- "ଛାଇ ଛାଇ ଖୋଜେ ଶାନ୍ତିରେ ନିଶ୍ୱାସ ମାରିବାକୁ!" ତମ ନଭାଶ୍ଚୁମ୍ବୀ ବ୍ୟକ୍ତିତ୍ୱ ପାଖରେ ନିଶବ୍ଦ ହେଇଯାଇ ଥିବା ମୁଁ ପାରୁନି ଭାବି: "ଆକାଶ କି ସତେ ଖୋଜେ ମାଟି-ସ୍ପର୍ଶ, ଇପ୍ସିତା ଜହ୍ନ ଲୋଡ଼େ ପାପୁଲିର ନିବିଡ଼ ଆଶ୍ଲେଷ !" ମନକୁ ବୁଝାଏ, କଣବା ମୁଁ କରି ପାରିଥାନ୍ତି? ମୁଁ, ମୋ ସ୍ଥିତି, ଅବସ୍ଥିତି, ମୋ ଚାରିପାଖ ପୃଥିବୀ ସବୁତ ତମ ଅତୀତର କର୍ମ ଭୂମି: ସବୁକିଛି ତୁମ ତମ ସାଧନାର ମନ୍ଦାକିନୀ। କ୍ଷୁଦ୍ର ଏକ ଖୋଦ୍ୟୋତ ମୁଁ; ସୂର୍ଯ୍ୟକୁ ଆଲୋକିତ କରିବାର ଧୃଷ୍ଟତା ନଥିଲା, ନଥିଲା ସ୍ୱର୍ଗକୁ ନିଶୁଣି ବାନ୍ଧିବାର ଆସ୍ପର୍ଦ୍ଧା ; ଅବସୋସ ରହିଗଲା କେବଳ ସରାଗରେ ଆଞ୍ଜୁଳାଏ ପାଣି ଟେକି ପାରିଲିନି, ଅହରହ ଜଳିପାରିଲିନି - ପ୍ରେମ ଆଉ ପ୍ରତ୍ୟୟର ଦୀପଟିଏ ହେଇ, ତମ ସୂର୍ଯ୍ୟାସ୍ତରେ ନିରବ ସାଥିଟିଏ ହୋଇ। ସ୍ମୃତି ରଞ୍ଜନ ମହାନ୍ତି© 20.10.2022 All copyrights reserved https://smrutiweb.wordpress.com/2022/10/20 ©Smruti Ranjan Mohanty

#Sad_Status  White ଯାତ୍ରା-25

ବାପା

କିଛି ଦେଇନି ତମକୁ ଅବା କି ଅର୍ପିବି 
ଯାହା ପାଶେ ଜୀବନସାରା ହାତ ପତେଇଲି
ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ  ଦୁଇ ହାତ ଟେକି?

ଭାବେ କେବେ କେବେ କିଛି ଅର୍ପଣ କରିବାକୁ ,
ପ୍ରଳମ୍ବିତ   ହାତ-
ସନ୍ତର୍ପଣ ସଂକୋଚରେ ଫେରିଆସେ  ପଛକୁ;
ବାପା!! କାଳେ ତୁମେ କ'ଣ ଭାବି ବ ନି ତ!!

ତମ ଛାଇ ତଳେ-
ନିଘୋଡ଼ ନିଦରେ  ନିଜକୁ ହଜେଇଥିବା
ଅକିଞ୍ଚନ,ମୁଢ଼ ମଣିଷଟିଏ ମୁଁ-
ଭୁଲି ଯାଇଥିଲି-
"ଛାଇ   ଛାଇ ଖୋଜେ
ଶାନ୍ତିରେ ନିଶ୍ୱାସ ମାରିବାକୁ!"

ତମ ନଭାଶ୍ଚୁମ୍ବୀ ବ୍ୟକ୍ତିତ୍ୱ ପାଖରେ 
ନିଶବ୍ଦ ହେଇଯାଇ ଥିବା ମୁଁ
ପାରୁନି ଭାବି:
"ଆକାଶ କି ସତେ ଖୋଜେ  ମାଟି-ସ୍ପର୍ଶ,
ଇପ୍ସିତା ଜହ୍ନ ଲୋଡ଼େ ପାପୁଲିର ନିବିଡ଼ ଆଶ୍ଲେଷ !"

ମନକୁ ବୁଝାଏ,
କଣବା ମୁଁ କରି ପାରିଥାନ୍ତି?
ମୁଁ, ମୋ ସ୍ଥିତି, ଅବସ୍ଥିତି,
ମୋ ଚାରିପାଖ ପୃଥିବୀ
ସବୁତ ତମ ଅତୀତର କର୍ମ ଭୂମି:
ସବୁକିଛି ତୁମ ତମ ସାଧନାର  ମନ୍ଦାକିନୀ।

କ୍ଷୁଦ୍ର ଏକ ଖୋଦ୍ୟୋତ  ମୁଁ;
ସୂର୍ଯ୍ୟକୁ ଆଲୋକିତ କରିବାର ଧୃଷ୍ଟତା ନଥିଲା,
ନଥିଲା ସ୍ୱର୍ଗକୁ ନିଶୁଣି ବାନ୍ଧିବାର ଆସ୍ପର୍ଦ୍ଧା ;
ଅବସୋସ ରହିଗଲା କେବଳ
ସରାଗରେ ଆଞ୍ଜୁଳାଏ ପାଣି ଟେକି ପାରିଲିନି,
ଅହରହ ଜଳିପାରିଲିନି -
ପ୍ରେମ ଆଉ ପ୍ରତ୍ୟୟର ଦୀପଟିଏ ହେଇ,
ତମ ସୂର୍ଯ୍ୟାସ୍ତରେ ନିରବ ସାଥିଟିଏ ହୋଇ।

ସ୍ମୃତି ରଞ୍ଜନ ମହାନ୍ତି©
20.10.2022
All copyrights reserved
https://smrutiweb.wordpress.com/2022/10/20

©Smruti Ranjan Mohanty

#Sad_Status ଯାତ୍ରା-25 ବାପା କିଛି ଦେଇନି ତମକୁ ଅବା କି ଅର୍ପିବି ଯାହା ପାଶେ ଜୀବନସାରା ହାତ ପତେଇଲି ଈଶ୍ୱରଙ୍କୁ କଅଣ ବା ପାରିବି ଦେଇ ଦୁଇ ହାତ ଟେକି?

Trending Topic