Pujashree Hota

Pujashree Hota

  • Latest
  • Popular
  • Video
#sad_shayari  White ସେ ସଂପର୍କ କେବେ ଭାଙ୍ଗି ନଥାଏ 
ଯୋଉଠି ସଂପର୍କ ର ବୁଝାମଣା ବି ଠିକ୍ ଥାଏ

©Pujashree Hota

#sad_shayari shayari status shayari on life bewafa shayari shayari on love shayari love

99 View

#sad_dp  White ଜୀବନରେ ଏକୁଟିଆ ଚାଲିବା ବହୁତ କଷ୍ଟ ହୋଇଥାଏ 
କିନ୍ତୁ ସେହି ବାଟରେ ଯଦି ସାଥୀ ଟିଏ 
ମିଳିଥାଏ ଜୀବନର ରାସ୍ତା ଟି ସହଜ ହେଇଥାଏ

©Pujashree Hota

#sad_dp sad shayari shayari status shayari in hindi shayari sad dosti shayari

108 View

#love_shayari  White ଭଲ ପାଇବା କେବେ ସୁନ୍ଦର ଚେହେରା ରେ ହେଇ ନଥାଏ 
ଭଲ ପାଇବା ଦୁହେଁ ଦୁହିଁଙ୍କ 
ହୁଦୟ ରୁ ହେଇ ଥାଏ.......

©Pujashree Hota

#love_shayari shayari on life shayari on love shayari love love shayari shayari status

99 View

#love_shayari  White ଭଲ ସାଥୀ ଟିଏ ମିଳିଲେ 
ଲମ୍ବା ରାସ୍ତା ବି ଛୋଟ ହେଇ ଯାଏ 
ଦୁଇ ତିନି ଦିନ ର ଜୀବନ ବି
ସହ ସହ ବର୍ଷ ଧରି ଅମର ହେଇ ଯାଏ.….........………..........…...

©Pujashree Hota

#love_shayari shayari love love shayari shayari on love shayari on life dosti shayari

135 View

 ସାନ ଭଉଣୀ ସବୁବେଳେ 
ବଡ଼ ଭଉଣୀ ର ଜୀବନ ହେଇ ଥାଏ
ଯେମିତି ମୋ ଜୀବନ ତୁ

©Pujashree Hota

motivational shayari shayari love shayari on love dosti shayari shayari on life

99 View

#love_shayari  White ପ୍ରେମ ମାନେ ନୁହଁ 
ଜଣ କୁ ପାଇଁ ଖୁସି ହେଇ ଯିବା
ପ୍ରେମ ହେଉଛି ତାହା
ଯାହା କୁ ପାଇଁ ସବୁ ଦୁଃଖ ଭୁଲି ଯିବା

©Pujashree Hota

#love_shayari shayari sad shayari on life shayari status shayari on love shayari love

99 View

Trending Topic