Prashanta Kumar Sahu

Prashanta Kumar Sahu

  • Latest
  • Popular
  • Video
#କବିତା #GoldenHour  ମନ ଅଗଣା ଆଜି ବାସ୍ନାୟିତ
ଅଜଣା ସେଇ ଫୁଲର ଆଗମନରେ ...
ସାରା ପୃଥିବୀଟା ଆଜି ରଙ୍ଗାୟିତ
ଅଲିଭା ସେଇ ରଙ୍ଗର ତୁଳିରେ ...
ନୟନ ଯୁଗଳ ଆଜି ସମ୍ମୋହିତ 
ଅକଳ୍ପନୀୟ ସେଇ ରୂପ ସୌନ୍ଦର୍ଯ୍ୟରେ .....
ମୁଖ ମଣ୍ଡଳ ଆଜି ପ୍ରସ୍ଫୁଠିତ 
ଅଛୁଆଁ ସେଇ ଭାବନାର ଢେଉରେ . ...
ଏ ହୃଦୟ  ଆଜି ଦୋଳାୟିତ 
ଅକୁହା ସେଇ କବିତାର ସ୍ୱଳ୍ପ ଶବଦରେ ........
ପ୍ରେମିକ ଆଜି ନିର୍ବାସିତ 
ଅଜନ୍ମା ସେଇ ନାୟିକାର ସନ୍ଧାନରେ ....

©Prashanta Kumar Sahu

#GoldenHour

117 View

#କବିତା #Emotional  ଖୋଜି ଚାଲିଛି ତୁମକୁ....

#Emotional

81 View

#କବିତା #love_shayari  White ଛିଟା ଛିଟା ବର୍ଷାର ଆଲିଙ୍ଗନରେ 
ମନରେ  ଅଜଣା ଜୁଆରର ସ୍ପର୍ଶ ।
ସତେ ଯେପରି ପୁରୁଣା କିଛି ସ୍ମୃତି 
ଆଜି ହୃଦୟକୁ ଅଥୟ କରିଚାଲିଛି ।
ଆଉ ମୁଁ 
ନିରବଦ୍ରଷ୍ଟା ସାଜି
ଅଦିନିଆ ବର୍ଷାରେ ଭିଜି ଚାଲିଛି ...

©Prashanta Kumar Sahu

#love_shayari

126 View

#happypromiseday #କବିତା  ये जुनून 
किसि के लिए प्यारा सा एक पल
ओर किसि के लिए यादों का महल ।
ये जुनून 
किसि के लिए दोस्ती का तौफा 
अोर किसि के लिए अनदेखी बेवफा ।
हाए ये जुनून 
कभी बिन बादल का बरसात 
कभी बिन पवन का तूफान ।
हाए ये जुनून 
कभी ये मधुवन का शीतल छाया
कभी ये गोकुल का नटखट कन्हैया ।
हाए ये जुनून 
भले ही आँखों में  निन्द नहीं 
पागल सा ये दिल ना धडकता  युहीं ।
तो फिर हौठों में नजाकत वही 
बातों में अब तो फ़ितरत नई ।
हाए ये जुनून 
कभी वक्त मिले 
तो खुद के अन्दर झाँकना 
अपनी दिल की बात सुनना 
क्या पता 
शायद  ये जुनून 
कहीं वक्त से वक्त ना चुरा ले ।
प्रशान्त कुमार

©Prashanta Kumar Sahu
#ଶାୟାରି #Flower  ବନ୍ଧନ ଏଇ ବନ୍ଧନ
ସତେ କି
ଏଇ ସେ ଅତୁଟ ବନ୍ଧନ ।
ସପନ ଏଇ ସପନ 
ସତେ କି 
ଏଇ ସେ  ଅଜଣା ସପନ ।
ସଂପର୍କ ଏଇ ସଂପର୍କ
ସତେ କି 
ଏଇ ସେ ଅଭୁଲା ସଂପର୍କ ।
ଭାବନା ଏଇ ଭାବନା
ସତେ କି
ଏଇ ସେ  ଅସରନ୍ତି ଭାବନା ।
ପ୍ରେମ ଏଇ ପ୍ରେମ
ସତେ କି 
ଏଇ ସେ  ଅକ୍ଷୟ ପ୍ରେମ ।

©Prashanta Kumar Sahu

#Flower

126 View

#ଶାୟାରି  ବନ୍ଧନ ଏଇ ବନ୍ଧନ
ସତେ କି
ଏଇ ସେ ଅତୁଟ ବନ୍ଧନ ।
ସପନ ଏଇ ସପନ 
ସତେ କି 
ଏଇ ସେ  ଅଜଣା ସପନ ।
ସଂପର୍କ ଏଇ ସଂପର୍କ
ସତେ କି 
ଏଇ ସେ ଅଭୁଲା ସଂପର୍କ ।
ଭାବନା ଏଇ ଭାବନା
ଏଇ ସେ  ଅସରନ୍ତି ଭାବନା ।
ପ୍ରେମ ଏଇ ପ୍ରେମ
ଏଇ ସେ  ଅକ୍ଷୟ ପ୍ରେମ ।

©Prashanta Kumar Sahu

ବନ୍ଧନ ଏଇ ବନ୍ଧନ ସତେ କି ଏଇ ସେ ଅତୁଟ ବନ୍ଧନ । ସପନ ଏଇ ସପନ ସତେ କି ଏଇ ସେ ଅଜଣା ସପନ । ସଂପର୍କ ଏଇ ସଂପର୍କ ସତେ କି ଏଇ ସେ ଅଭୁଲା ସଂପର୍କ । ଭାବନା ଏଇ ଭାବନା ଏଇ ସେ ଅସରନ୍ତି ଭାବନା । ପ୍ରେମ ଏଇ ପ୍ରେମ ଏଇ ସେ ଅକ୍ଷୟ ପ୍ରେମ । ©Prashanta Kumar Sahu

117 View

Trending Topic