English
धर्म एव हतो हन्ति धर्मो रक्षति रक्षितः । तस्माद्धर्मं त्यजेन्नैव मा नो धर्मो हतोऽवधीत्॥
White ଯଦି ଆପଣଙ୍କର ଧର୍ଯ୍ୟ ଏବଂ ଚିନ୍ତାଧାରା ଅଛି, ସମସ୍ୟା ଯେତେ ବଡ଼ ହେଲେ ମଧ୍ୟ ଏହାର ସମାଧାନ ହୋଇପାରିବ !! If you have patience and thinking ability, then no matter how big the problem is, it can be solved!! ©Anteryami Balsamanta
Anteryami Balsamanta
12 Love
ସମାଜ ତୁମର ସତ୍ୟତା ଉପରେ ପ୍ରଶ୍ନ କରିବ କିନ୍ତୁ ତୁମର ମିଥ୍ୟାକୁ ସହଜରେ ଗ୍ରହଣ କରିବ । Society will question your truthfulness but will easily accept your lies. ©Anteryami Balsamanta
18 Love
ସ୍ନେହ, ଯତ୍ନ, ସମ୍ମାନ ଏବଂ ସମୟ ହେଉଛି ସେହି ଧନ, ଯଦି ତୁମେ କାହାକୁ ଉପହାର ଦେବାକୁ ଚାହୁଁଛ ତାହେଲେ ଆଠୁ ବଡ଼ ଉପହାର ଏ ଦୁନିଆଁରେ ବି ନାହିଁ । Love, care, respect and time That wealth, if you want to gift it to someone Then eight great gifts are not even in this world. ©Anteryami Balsamanta
14 Love
ପ୍ରେମ ଆକାଶ ପରି ହେବା ଉଚିତ, ନା ଅଧିକ ନା କମ୍, ପ୍ରକୃତି ସୂର୍ଯ୍ୟ ପରି ହେବା ଉଚିତ, ନା ଉଦୟ ହେବାର ଗର୍ବ, ନା ଅସ୍ତ ହେବାର ଦୁଃଖ। Love should be like the sky, neither more nor less; nature should be like the sun, neither proud of rising nor sad of setting. ©Anteryami Balsamanta
10 Love
White ସମସ୍ତେ ବଦଳନ୍ତି, କିଛି ଠିକ୍ ସମୟରେ ଏବଂ କିଛି ଖରାପ ସମୟରେ ...! Everyone changes, some at the right time and some at bad times...! ©Anteryami Balsamanta
15 Love
ମାନବିକତା ସେହି ବ୍ୟକ୍ତିଙ୍କ ଜୀବନରେ ଶେଷ ହୁଏ , ଯାହାର ହୃଦୟରେ ସ୍ୱାର୍ଥପରତା ଜନ୍ମ ହୁଏ । The person in whose heart selfishness takes birth, humanity ends from that person's life. ©Anteryami Balsamanta
13 Love
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here