English
କିଛି ଶବ୍ଦ ହୃଦୟରୁ Dil Ka Swaaz
https://youtube.com/@dil_ki_awaaz2395
ସଜ ଫୁଲଟିଏ ଫୁଲେଇ ହଉଛି ମହମହ ବାସ ଭରି ସୁପ୍ରଭାତ ସିଏ ସଭିଙ୍କୁ କହୁଛି ସ୍ନେହ ଶ୍ରଦ୍ଧା ପ୍ରେମ ବୋଳି। ବନ୍ଧୁ କି ବାନ୍ଧବୀ ଯାହାଙ୍କୁ ଭୋଟୁଛି ହସ ଟିକେ ଦିଏ ଭରି ହସରେ ହସରେ ଆଜି ପ୍ରଭାତରେ ମଳୟେ ଯାଏ ସେ ଖୋଳି। ©jagamohan Pradhan
jagamohan Pradhan
16 Love
ଏ ଗୋଲାପ ଫୁଲ ଲୋ ଗୋଲାପ ଫୁଲ ପ୍ରିୟା ଖୋଜିଲାଣି ତୋତେ ସକାଳୁ ସକାଳୁ ପ୍ରୀତିର ମହକ ନେଇକି ଯିବୁ ତୋ ସାଥେ। ପ୍ରୀତିର ମହକେ ମହକେଇ ଦବୁ ପ୍ରିୟା ମନ ଜିଣି ଜାଇ ହୃଦୟର କଥା କହି ଦବୁ ଯାଇ ସକାଳ ଶୁଭେଚ୍ଛା ଦେଇ। ©jagamohan Pradhan
13 Love
48 View
ରକ୍ତ ଜୁଡୁ ବୁଡୁ ହାତ ମୋର ହେଲା ଗୋଲାପ ଫୁଲ ଟେ ପାଇଁ ସେଇ ରକ୍ତ କୁହେ ଏତେ ଯେ ଯନ୍ତ୍ରଣା ହସିଲୁ ତୁ କାହା ପାଇଁ । ପାଖୁଡ଼ା ଭିତରୁ ପ୍ରେମ ଖୋଜୁଥିଲି ପାଇଲି ମୁଁ ପ୍ରତାରଣା। କଣ୍ଟାର ଆଘାତେ କନ୍ଦାଇ ସେ ଗଲା ମୋ ସାଥେ କରି ଛଳନା । ସାଜିଲା ନାହିଁ ସେ ପ୍ରେମର ପ୍ରତୀକ ମୋ ପ୍ରେମରେ ସାକ୍ଷୀ ହୋଇ ସ୍ବାର୍ଥପର ସାଜି ଗଲା ଯେ ଗୋଲାପ ରକ୍ତରେ ଭିଜେଇ ଦେଇ । ©jagamohan Pradhan
9 Love
ହାତେ ଲଙ୍ଗଳ ବିହନ ଗଉଣି କ୍ଷେତ ମୁଣ୍ଡରେ ପୂଜି ଚାଷ କରି ସେ ବିହନ ଯେ ବୁଣି ଶୁଭ ଆରମ୍ଭ କରେ ଆଜି। ସୁନାର ଫସଲ ପଳାଇବା ପାଇଁ କ୍ଷେତ ମାଗଇ ପାଣି ଚଷା ଭାଇ ସବୁ ପୁରଣ କରଇ କ୍ଷେତ ମନ ସେ ଜାଣି। ଦିନେ ଫଳିବ ସୁନାର ଫସଲ ହସି ଉଠିବ କ୍ଷେତ ଚଷା ଭାଇ ପାଇଁ ସବୁଠାରୁ ବଡ଼ ଅକ୍ଷୟ ତୃତୀୟା ଯାତ। ©jagamohan Pradhan
10 Love
एक मासूम सा चेहरा देखे हैं हम बस देखते ही रह जाएंगे कभी मुलाकात होगा ना कोई बात होगा बस उस चेहरे के साथ छोटी सी ख्वाब होगा अतीत के पन्ने में दिल के दीवारें में उस मासूम चेहरा का तस्वीर होगा। ©jagamohan Pradhan
15 Love
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here