Lopamudra Lopa

Lopamudra Lopa

Jay Jagannath

  • Latest
  • Popular
  • Video

ଅକୁହା କଥା ଜୀବନ ରେ ଏମିତି କିଛି ସମୟ ଥାଏ..... ଯାହା ସବୁବେଳେ ମନରେ ରୁହେ.... କାହାକୁ କହି ହୁଏ ନାହିଁ.... ©Lopamudra Lopa

#wishes  ଅକୁହା କଥା 
ଜୀବନ ରେ ଏମିତି କିଛି ସମୟ ଥାଏ.....

ଯାହା ସବୁବେଳେ ମନରେ ରୁହେ....
କାହାକୁ କହି ହୁଏ ନାହିଁ....

©Lopamudra Lopa

ଅକୁହା କଥା ଜୀବନ ରେ ଏମିତି କିଛି ସମୟ ଥାଏ..... ଯାହା ସବୁବେଳେ ମନରେ ରୁହେ.... କାହାକୁ କହି ହୁଏ ନାହିଁ.... ©Lopamudra Lopa

14 Love

White ଜୀବନ ରେ ଆଗକୁ ଯିବାକୁ ହେଲେ କିଛି ନା କିଛି ଦୁଃଖ ଆଉ କଷ୍ଟ ସହିବାକୁ ପଡେ ... ତାପରେ ନିଜର କିଛି ଆଶା ପୂରଣ କରିବାକୁ ପଡ଼େ...... ©Lopamudra Lopa

#GoodNight #wishes  White ଜୀବନ ରେ ଆଗକୁ ଯିବାକୁ ହେଲେ 
କିଛି ନା କିଛି ଦୁଃଖ ଆଉ କଷ୍ଟ ସହିବାକୁ  ପଡେ ...
ତାପରେ ନିଜର କିଛି ଆଶା ପୂରଣ କରିବାକୁ ପଡ଼େ......

©Lopamudra Lopa

#GoodNight

10 Love

White ଆଜିର ର ଦିନରେ ଗାନ୍ଧୀ ଜନ୍ମ ନେଇଥିଲେ ଗାନ୍ଧୀ ଜୟନ୍ତୀରେ ସଭିଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ©Lopamudra Lopa

#gandhi_jayanti #wishes  White ଆଜିର ର ଦିନରେ  ଗାନ୍ଧୀ ଜନ୍ମ ନେଇଥିଲେ 
ଗାନ୍ଧୀ ଜୟନ୍ତୀରେ ସଭିଙ୍କୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

©Lopamudra Lopa

ପ୍ରକୃତି ର ରୂପ କୁହାଯାଏ ଭଗବାନ କ ପରେ ଆଉ କିଏ ଅଛି.... ସେ ହେଉଛି ଡାକ୍ତର .... ଯିଏ ନିଜର ସବୁକିଛି ଝାଡି ଦିନ ରାତି କୁ ଏକ କରି ରୋଗି ପାଖରେ ଥାଏ... ସବୁ କୁ ଆଶା ଦେଖାଏ..... ©Lopamudra Lopa

#wishes  ପ୍ରକୃତି ର ରୂପ 
କୁହାଯାଏ ଭଗବାନ କ ପରେ ଆଉ କିଏ ଅଛି....
ସେ ହେଉଛି ଡାକ୍ତର ....
ଯିଏ ନିଜର ସବୁକିଛି ଝାଡି ଦିନ ରାତି କୁ ଏକ କରି ରୋଗି ପାଖରେ ଥାଏ... 
ସବୁ କୁ ଆଶା ଦେଖାଏ.....

©Lopamudra Lopa

ପ୍ରକୃତି ର ରୂପ କୁହାଯାଏ ଭଗବାନ କ ପରେ ଆଉ କିଏ ଅଛି.... ସେ ହେଉଛି ଡାକ୍ତର .... ଯିଏ ନିଜର ସବୁକିଛି ଝାଡି ଦିନ ରାତି କୁ ଏକ କରି ରୋଗି ପାଖରେ ଥାଏ... ସବୁ କୁ ଆଶା ଦେଖାଏ..... ©Lopamudra Lopa

10 Love

White ଜୀବନ ର ରାସ୍ତା ରେ କିଏ କାହା ସହ ଦେଖା ହୁଏ ... ସେ ଯାଣି ନଥାଏ ... ଏମିତି ଆସି ଗୋଟେ ରାସ୍ତା ରେ ଆସି ଛିଡା ହୁଏ.... ଏକୁଟିଆ ଓ ଶୁନ୍ୟ ରାତି ୍୍୍୍୍୍ ©Lopamudra Lopa

#sad_qoute #wishes  White ଜୀବନ ର ରାସ୍ତା ରେ
କିଏ କାହା ସହ ଦେଖା ହୁଏ ...
ସେ ଯାଣି ନଥାଏ ...
ଏମିତି ଆସି ଗୋଟେ ରାସ୍ତା ରେ ଆସି ଛିଡା ହୁଏ....
ଏକୁଟିଆ ଓ ଶୁନ୍ୟ ରାତି 
୍୍୍୍୍୍

©Lopamudra Lopa

#sad_qoute

13 Love

ଗୋଲାପ ଫୁଲ ଯେମିତି ପ୍ରେମ ର ପତିକ ସେ ଯେମିତି ତାର ମହକ ରେ ସମସ୍ତ କୁ ଆକର୍ଷଣ କରେ.... 🏠 ଘରର ସମ୍ପର୍କ କୁ ଯିଏ ଅତୁଟ ରଖେ ସେ ହେଉଛି.... ବଡ ବୋହୂ ଘରର ବଡ ପୁଅ ଓ ବଡ ବୋହୂ ହେବା ଏକ ଭାଗ୍ୟର କଥା... କାରଣ ସେ ସବୁ ଆଶା ଅଭିଳାଷ ଦାୟିତ୍ଵ କୁ ଆଗକୁ ବଢ଼ାଇବା ପାଇଁ ନିଜର ଇଚ୍ଛା ପ୍ରକଟ କରନ୍ତି ନାହିଁ.. ନିଜ ଭିତରେ ରଖି ଦିଅନ୍ତି..... ©Lopamudra Lopa

#wishes  ଗୋଲାପ ଫୁଲ ଯେମିତି ପ୍ରେମ ର ପତିକ 
ସେ ଯେମିତି ତାର ମହକ ରେ ସମସ୍ତ କୁ ଆକର୍ଷଣ କରେ....
🏠 ଘରର ସମ୍ପର୍କ କୁ ଯିଏ ଅତୁଟ ରଖେ ସେ ହେଉଛି.... ବଡ ବୋହୂ 
ଘରର ବଡ ପୁଅ ଓ ବଡ ବୋହୂ ହେବା ଏକ ଭାଗ୍ୟର କଥା...
କାରଣ ସେ ସବୁ ଆଶା ଅଭିଳାଷ ଦାୟିତ୍ଵ କୁ ଆଗକୁ ବଢ଼ାଇବା ପାଇଁ ନିଜର ଇଚ୍ଛା ପ୍ରକଟ କରନ୍ତି ନାହିଁ.. ନିଜ ଭିତରେ ରଖି ଦିଅନ୍ତି.....

Trending Topic