debasish rout

debasish rout

#loveD

  • Latest
  • Popular
  • Video

ଯେଉଁଠି ଖାକିରେ ହୁଏ ଶାନ୍ତି ସ୍ଥାପନ ଧଳା ଖଦଡ଼ରେ ଲୁଣ୍ଠନ.... ସେଠି ଚିତ୍କାରର ମୂଲ୍ୟ ମିଛ ନିର୍ଦ୍ଧାରଣ କେବଳ ହେଡଲାଇନରେ ସୁଶାସନ.... #loveD ©debasish rout

#changetheworld #loved  ଯେଉଁଠି ଖାକିରେ ହୁଏ ଶାନ୍ତି ସ୍ଥାପନ
  ଧଳା ଖଦଡ଼ରେ ଲୁଣ୍ଠନ....
ସେଠି ଚିତ୍କାରର ମୂଲ୍ୟ ମିଛ ନିର୍ଦ୍ଧାରଣ
   କେବଳ ହେଡଲାଇନରେ ସୁଶାସନ....
#loveD

©debasish rout

ନେତା କରିବେ ରାଜନୀତି ବଳିଦାନ ଦେବ ସେନା.... ଗୋଟେପଟେ କଠୋର କାର୍ଯ୍ୟାନୁଷ୍ଠାନ ହେବ ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି ଏଇ ବିବୃତିରେ ଶ୍ରଦ୍ଧାଞ୍ଜଳି ଶାସକ ବିରୋଧୀଙ୍କର ଏକ ପୁରୁଣା ଅଭ୍ୟାସ ଏକ ଚମତ୍କାର ବାହାନା.... #loveD ©debasish rout

#IndianArmy #loved  ନେତା କରିବେ ରାଜନୀତି 
ବଳିଦାନ ଦେବ ସେନା....
ଗୋଟେପଟେ କଠୋର କାର୍ଯ୍ୟାନୁଷ୍ଠାନ ହେବ 
ଅନ୍ୟପଟେ ମନ୍ତ୍ରୀଙ୍କ ଇସ୍ତଫା ଦାବି
ଏଇ ବିବୃତିରେ ଶ୍ରଦ୍ଧାଞ୍ଜଳି 
ଶାସକ ବିରୋଧୀଙ୍କର ଏକ ପୁରୁଣା ଅଭ୍ୟାସ
ଏକ ଚମତ୍କାର ବାହାନା....
#loveD

©debasish rout

Wo poochte hai hum kyon likhte hai.... abb unko kaise bataye janaw ,khali sa ek Dil hai uska gujara ho jata hai.... #loveD ©debasish rout

#Life_experience #Books #loved  Wo poochte hai hum kyon likhte hai....
abb unko kaise bataye
janaw ,khali sa ek Dil hai 
uska gujara ho jata hai....
#loveD

©debasish rout

#Books

13 Love

ତାକୁ ଦରକାର ଥିଲା ଜହ୍ନ.... ସେଥିପାଇଁ ସିଏ ସନ୍ତୁଷ୍ଟ ନ ଥିଲା ଭାଙ୍ଗି ଚାଲିଥିଲା ଗୋଟେ ପରେ ଗୋଟେ ମନ.... #loveD ©debasish rout

#loved #steps  ତାକୁ ଦରକାର ଥିଲା ଜହ୍ନ....
ସେଥିପାଇଁ ସିଏ ସନ୍ତୁଷ୍ଟ ନ ଥିଲା
  ଭାଙ୍ଗି ଚାଲିଥିଲା
   ଗୋଟେ ପରେ ଗୋଟେ ମନ....

#loveD

©debasish rout

#steps

7 Love

ମୁଁ ସେବେ ତାର ମନେପଡେ ଯେବେ ଫେସବୁକରେ ମୋ ଫୋଟୋରେ ଆଉ କେଉଁ ଝିଅର କମେଣ୍ଟ ସେ ପଢେ..... ମୁଁ ସେବେ ତାର ମନେପଡେ ଯେବେ ମୋ ଗାଁ ଦେଇ ସେ ତା ଗାଁ ଆଡ଼କୁ ବଢେ... ମୁଁ ସେବେ ତାର ମନେପଡେ ଯେବେ ମୋବାଇଲରେ କଣ୍ଟାକ୍ଟ ଲିଷ୍ଟ ଆଡ଼ଉ ଆଡ଼ଉ ମୋ ନମ୍ବର ତା ନଜରରେ ପଡେ... ମୁଁ ଏତିକିରେ ଖୁସି ଆଉ ଏଇଟା କେବଳ ମୋ ଭାଗର ଖୁସି ସେ ମାନୁ କି ନ ମାନୁ ତାର ଇଚ୍ଛା ଥାଉ କି ନଥାଉ କେବେ କହୁଥିଲା ଭୁଲିଗଲାଣି ବୋଲି ହେଲେ ମୁଁ କେବେକେବେ ମନେପଡେ.... #loveD ©debasish rout

#WatchingSunset #loved  ମୁଁ ସେବେ ତାର ମନେପଡେ
ଯେବେ ଫେସବୁକରେ ମୋ ଫୋଟୋରେ 
ଆଉ କେଉଁ ଝିଅର କମେଣ୍ଟ ସେ ପଢେ.....
ମୁଁ ସେବେ ତାର ମନେପଡେ 
ଯେବେ 
ମୋ ଗାଁ ଦେଇ ସେ ତା ଗାଁ ଆଡ଼କୁ ବଢେ...
ମୁଁ ସେବେ ତାର ମନେପଡେ 
ଯେବେ ମୋବାଇଲରେ କଣ୍ଟାକ୍ଟ ଲିଷ୍ଟ ଆଡ଼ଉ ଆଡ଼ଉ
 ମୋ ନମ୍ବର ତା ନଜରରେ ପଡେ...

ମୁଁ ଏତିକିରେ ଖୁସି 
ଆଉ
ଏଇଟା କେବଳ ମୋ ଭାଗର ଖୁସି
ସେ ମାନୁ କି ନ ମାନୁ
ତାର ଇଚ୍ଛା ଥାଉ କି ନଥାଉ
କେବେ କହୁଥିଲା  ଭୁଲିଗଲାଣି ବୋଲି
ହେଲେ
 ମୁଁ କେବେକେବେ ମନେପଡେ....

#loveD

©debasish rout

tum nari nari karte jao purush dhaka khata jaye.. har wo samaj jo divide n rule khel raha hai insaaniyat wahan kya khak jiyega....

#alonesoul  tum nari nari karte jao
purush dhaka khata jaye..
har wo samaj jo divide n rule khel raha hai
insaaniyat wahan kya khak jiyega....

#alonesoul

8 Love

Trending Topic