ମୁଁ ସେବେ ତାର ମନେପଡେ
ଯେବେ ଫେସବୁକରେ ମୋ ଫୋଟୋରେ
ଆଉ କେଉଁ ଝିଅର କମେଣ୍ଟ ସେ ପଢେ.....
ମୁଁ ସେବେ ତାର ମନେପଡେ
ଯେବେ
ମୋ ଗାଁ ଦେଇ ସେ ତା ଗାଁ ଆଡ଼କୁ ବଢେ...
ମୁଁ ସେବେ ତାର ମନେପଡେ
ଯେବେ ମୋବାଇଲରେ କଣ୍ଟାକ୍ଟ ଲିଷ୍ଟ ଆଡ଼ଉ ଆଡ଼ଉ
ମୋ ନମ୍ବର ତା ନଜରରେ ପଡେ...
ମୁଁ ଏତିକିରେ ଖୁସି
ଆଉ
ଏଇଟା କେବଳ ମୋ ଭାଗର ଖୁସି
ସେ ମାନୁ କି ନ ମାନୁ
ତାର ଇଚ୍ଛା ଥାଉ କି ନଥାଉ
କେବେ କହୁଥିଲା ଭୁଲିଗଲାଣି ବୋଲି
ହେଲେ
ମୁଁ କେବେକେବେ ମନେପଡେ....
#loveD
©debasish rout
#WatchingSunset