English
M.A LLB,Govt Advocate, Sambalpur Odisha
White ଶତ ସୂର୍ଯ୍ୟ ର ଆଲୋକ ରେ କାରାଗାର ଉଦ୍ ଭାସିତ ହୁଏ ଲକ୍ଷ ପଦ୍ମ ଫୁଲ ବାସ୍ନାରେ କାରାଗାର ସୁରଭିତ ହୁଏ ଦେବକୀ ଓ ବସୁଦେବ ର ଯେବେ ଦୁଃଖ ଅନ୍ତ ହୁଏ ତେବେ ଯାଇ କବିତାଟିଏ ଜନ୍ମଲାଭ ହୁଏ। #ଶୁଭ ସକାଳ # ©Joy Krishna Behera
Joy Krishna Behera
13 Love
White କଂସ ର କାରାଗାର ର ରାତ୍ରି ର ଅନ୍ଧକାରେ ପ୍ରସବ ଯନ୍ତ୍ରଣା ର ଶବ୍ଦରେ ଯେଉଁ ଛୋଟ ଫୁଲ ଟିଏ ଫୁଟେ ସେଫୁଲର ଅଦୃଶ୍ୟ ଶକ୍ତି ରେ ରୁଦ୍ଧଦ୍ୱାର ସବୁ ଆପେଆପେ ଫିଟେ। #ଶୁଭ ସକାଳ # ©Joy Krishna Behera
15 Love
White ଜୀବନ ର ସନ୍ଧ୍ୟା ରେ ଅନୁଭୂତି ଆଲୋକରେ ସ୍ପଷ୍ଟ ଦିଶେ ଅନ୍ଧକାରେ ରାମ ନାମ ମନ ଧରେ କବିମନ ହଜିଯାଏ ମାୟାମୋହ ଛାଡିଯାଏ ଆଉ କବିତା ର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera
Unsplash ଜୀବନ ର ବଗିଚା ରେ ସପନ ର ଫୁଲ ଧରେ ଆଶା ଆଉ ଆକାଂକ୍ଷା ରେ ଏହି ମନେ ରଙ୍ଗ ଭରେ କବିମନ ହଜିଯାଏ ମନେ କେତେ ରବି ଉଏଁ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera
14 Love
White ଜୀବନ ର ଚଲାପଥରେ କଣ୍ଟା ବାଜି ରକ୍ତ ଝରେ ବେଦନାରେ, ଯନ୍ତ୍ରଣା ରେ ଆଖି ଭିଜି ଲୁହ ଝରେ କବିମନ ହଜିଯାଏ ଦୁଃଖ ରେ ଦୋହଳି ଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera
12 Love
Unsplash ଯୌବନର ବୟସରେ ଫୁଲ ର ରଙ୍ଗ ରସରେ କାମନା ଫୁଲଶର ରେ କ୍ଷତ ହୁଏ ହୃଦୟ ରେ କବିମନ ହଜିଯାଏ ପ୍ରେମରସେ ଭିଜିଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ ----ଶୁଭ ସକାଳ ---- ©Joy Krishna Behera
You are not a Member of Nojoto with email
or already have account Login Here
Will restore all stories present before deactivation. It may take sometime to restore your stories.
Continue with Social Accounts
Download App
Stories | Poetry | Experiences | Opinion
कहानियाँ | कविताएँ | अनुभव | राय
Continue with
Download the Nojoto Appto write & record your stories!
Continue with Social Accounts
Facebook Googleor already have account Login Here