Sign in
Subrat Jena(lyricist )

Subrat Jena(lyricist )

ମୁଁ ସପନରେ ହଜେ, ସପନକୁ ଖୋଜେ, ସପନରେ ମଜେ,ସପନେ ସପନେ ନିତି ମୁଁ ଭିଜେ।।।subscribe my chanel "subrat fun vlogs " and "mun odiani "for my daily vlogs A poet can gain knowledge from younger and elder।।

  • Latest
  • Popular
  • Video

White ମାଡି ଆସେ ଦେଖ ତମସା ରଜନୀ କଙ୍କାଳ କରନ୍ତି ଅଟ୍ଟହାସ୍ୟ କେବେତୁ ବୁଝିବୁ ମୁଢ ଏ ରହସ୍ୟର ତତ୍ୱ ଗୂଢ ପଡିଥିବୁ ମୁହଁ ମାଡି ଆଗେ ଆଗେ ଥିବ ପାପ ଦହ ଦହ ଘଡ଼ି ପାରୁଯଦି କର ଗୁହାରି ବେନି କର ତୋର ଯୋଡି ।। ©Subrat Jena(lyricist )

#Bhakti #mystry  White ମାଡି ଆସେ ଦେଖ ତମସା ରଜନୀ 
କଙ୍କାଳ କରନ୍ତି ଅଟ୍ଟହାସ୍ୟ 
କେବେତୁ ବୁଝିବୁ ମୁଢ
ଏ ରହସ୍ୟର ତତ୍ୱ ଗୂଢ
ପଡିଥିବୁ ମୁହଁ ମାଡି
ଆଗେ ଆଗେ ଥିବ ପାପ ଦହ ଦହ ଘଡ଼ି
ପାରୁଯଦି କର ଗୁହାରି 
ବେନି କର ତୋର ଯୋଡି ।।

©Subrat Jena(lyricist )

#mystry of life#saint life#culture of sanatani

9 Love

#ପ୍ରେମ #its

#its music time#subrat jena

234 View

#ଚିନ୍ତାଧାରା  e khuda aisa kiyun
majil milte milte 
haat chhod diya kiyun
e khuda itna khafa kiyun

©Subrat Jena(lyricist )

#life lesson#jindegi namilegi dobara

351 View

#ପ୍ରେମ #its  rimjhim  gire sawan
man me kuchh ho jaaye
sanak sanak chale ye haawa
aisa lage tumhari sandes wo le aaye

💝teri pyaar me paagal💝










dhunduta reheta hun tumhe
yehan wohan kaahna kahna
naa jaane aakhir tum ho kaahna
bolo to me jaaun wahna
💝meri pyaar me pagali💝

©Subrat Jena(lyricist )

#its only love#you and me

475 View

#ପ୍ରେମରେ #ପ୍ରେମ  କିଛି କହିଥିଲୁ ତୁ
କିଛି କହିଥିଲି ମୁଁ
ସବୁ ଜାଣିଲା ପରେବି
କାହିଁ ଅବୁଝା ହେଲୁ ତୁ ?

©Subrat Jena(lyricist )

#ପ୍ରେମରେ ପଡିଲେ#କିଛି ତୋ କଥା କିଛି ମୋ କଥା#ଟିକେ ପ୍ରେମ ଟିକେ ରୁଷା

134 View

#ଶାୟାରି #its

#its my lyrics#its my voice#chham chham paaunji bajei

112 View

Trending Topic