White **ମୁଁ , ବିଶ୍ୱାସ ଆଉ ଚନ୍ଦ୍ରମା** ************** | ଓଡ଼ିଆ Love

"White **ମୁଁ , ବିଶ୍ୱାସ ଆଉ ଚନ୍ଦ୍ରମା** ************************ ତୁମେ ତୁମ ଭିତରେ ହିଁ ଯଥେଷ୍ଟ,, ତୁମକୁ କଳ୍ପନା କରିବା ମୋ ପାଇଁ ସୀମାହୀନ।। ମୁଁ ତୁମକୁ ସହଜରେ ବିଶ୍ୱାସ କରିନିଏ,,,,କାରଣ ତୁମେ ନିଜଠୁ ବି ଅଧିକ ନିଜର ଲାଗ 😉 ତୁମ ସହିତ କେବେ କଥା ହୋଇନି ସତ,,,, କିନ୍ତୁ ତୁମକୁ ଅନେକଥର ଅନୁଭବ କରିଛି,,,, ମୋ ହୃଦୟରେ,ମୋ ଆଖ ପାଖ ସବୁଠାରେ।। ତୁମକୁ ଆଖିଭରି ଦେଖିନି କେବେ,,,,କିନ୍ତୁ ତୁମେ ଠିକ୍ ଦେଖିବାକୁ ଜହ୍ନପରି ଲାଗ । ହସରେ ଯେମିତି ମଧୁରତା,,ଠିକ୍ ସେହିପରି ,, ମଧୁର ତୁମର ଚିନ୍ତାଧାରା,,,,,। ଚରିତ୍ରରେ ଟିକିଏ ବି ଦାଗ ନାହିଁ,,,,,,, ସ୍ୱଚ୍ଛ ଓ ନିନ୍ଦହିନ ବ୍ୟକ୍ତିତ୍ଵ ,,,,। ତୁମ ବିଷୟରେ କହିବା ଆଉ ଭାବିବା ପାଇଁ,, ମତେ ନା' ଶ୍ୱଦ୍ଦର ଅଭାବ ନା' ଭାବନାର,"# ©Iswar Meher"

 White **ମୁଁ , ବିଶ୍ୱାସ ଆଉ ଚନ୍ଦ୍ରମା**
************************
ତୁମେ ତୁମ ଭିତରେ ହିଁ ଯଥେଷ୍ଟ,,
ତୁମକୁ କଳ୍ପନା କରିବା ମୋ ପାଇଁ ସୀମାହୀନ।।
ମୁଁ ତୁମକୁ ସହଜରେ ବିଶ୍ୱାସ କରିନିଏ,,,,କାରଣ
ତୁମେ ନିଜଠୁ ବି ଅଧିକ ନିଜର ଲାଗ 😉
ତୁମ ସହିତ କେବେ କଥା ହୋଇନି ସତ,,,, କିନ୍ତୁ
ତୁମକୁ ଅନେକଥର ଅନୁଭବ କରିଛି,,,,
ମୋ ହୃଦୟରେ,ମୋ ଆଖ ପାଖ ସବୁଠାରେ।।
ତୁମକୁ ଆଖିଭରି ଦେଖିନି କେବେ,,,,କିନ୍ତୁ
ତୁମେ ଠିକ୍ ଦେଖିବାକୁ ଜହ୍ନପରି ଲାଗ ।
ହସରେ ଯେମିତି ମଧୁରତା,,ଠିକ୍ ସେହିପରି ,,
ମଧୁର ତୁମର ଚିନ୍ତାଧାରା,,,,,।
ଚରିତ୍ରରେ ଟିକିଏ ବି ଦାଗ ନାହିଁ,,,,,,, 
ସ୍ୱଚ୍ଛ ଓ ନିନ୍ଦହିନ ବ୍ୟକ୍ତିତ୍ଵ ,,,,।
ତୁମ ବିଷୟରେ କହିବା ଆଉ ଭାବିବା ପାଇଁ,,
ମତେ ନା' ଶ୍ୱଦ୍ଦର ଅଭାବ ନା' ଭାବନାର,"#

©Iswar Meher

White **ମୁଁ , ବିଶ୍ୱାସ ଆଉ ଚନ୍ଦ୍ରମା** ************************ ତୁମେ ତୁମ ଭିତରେ ହିଁ ଯଥେଷ୍ଟ,, ତୁମକୁ କଳ୍ପନା କରିବା ମୋ ପାଇଁ ସୀମାହୀନ।। ମୁଁ ତୁମକୁ ସହଜରେ ବିଶ୍ୱାସ କରିନିଏ,,,,କାରଣ ତୁମେ ନିଜଠୁ ବି ଅଧିକ ନିଜର ଲାଗ 😉 ତୁମ ସହିତ କେବେ କଥା ହୋଇନି ସତ,,,, କିନ୍ତୁ ତୁମକୁ ଅନେକଥର ଅନୁଭବ କରିଛି,,,, ମୋ ହୃଦୟରେ,ମୋ ଆଖ ପାଖ ସବୁଠାରେ।। ତୁମକୁ ଆଖିଭରି ଦେଖିନି କେବେ,,,,କିନ୍ତୁ ତୁମେ ଠିକ୍ ଦେଖିବାକୁ ଜହ୍ନପରି ଲାଗ । ହସରେ ଯେମିତି ମଧୁରତା,,ଠିକ୍ ସେହିପରି ,, ମଧୁର ତୁମର ଚିନ୍ତାଧାରା,,,,,। ଚରିତ୍ରରେ ଟିକିଏ ବି ଦାଗ ନାହିଁ,,,,,,, ସ୍ୱଚ୍ଛ ଓ ନିନ୍ଦହିନ ବ୍ୟକ୍ତିତ୍ଵ ,,,,। ତୁମ ବିଷୟରେ କହିବା ଆଉ ଭାବିବା ପାଇଁ,, ମତେ ନା' ଶ୍ୱଦ୍ଦର ଅଭାବ ନା' ଭାବନାର,"# ©Iswar Meher

#love_shayari

People who shared love close

More like this

Trending Topic