ତୁମେ ଗଲା ପରେ" ------------------------ ମନର ଅଗଣା ଶ | ଓଡ଼ିଆ Life

""ତୁମେ ଗଲା ପରେ" ------------------------ ମନର ଅଗଣା ଶୂନ୍ୟ ପଡ଼ିଅଛି ହୃଦୟ ପଡିଛି ଖାଲି ତୁମେ ଗଲା ପରେ ପାଷାଣ ଶରୀର ପାରୁନି ଆଗକୁ ଚାଲି.. ମୋ ମନରେ କେତେ ସ୍ୱପ୍ନ ସଜାଇଲ ପୂରଣ କରିଲ ନାହିଁ ଅଧା ବାଟେ ମୋତେ ପର କରିଦେଲ ନିଃସଙ୍ଗ ଯେ ଲାଗୁଥାଇ... ଆଉ କା ଜୀବନେ ସଂଜୀବନୀ ଦେଲ ଗଢ଼ିଲ ନୂଆ ସଂସାର ମୋ ଜୀବନ ପଥ ଶୂନ୍ୟ କରିଦେଲ ବଞ୍ଚିବା ଲାଗେ ଅସାର... ଏତେ କଥା ଯଦି ତୁମ ମନେ ଥିଲା ସମ୍ପର୍କ ଗଢ଼ିଲ କାହିଁ ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ ଆଖି ଲୁହ ହୁଏ ନଈ... ©Subrat Kanungo"

 "ତୁମେ ଗଲା ପରେ"
------------------------
ମନର ଅଗଣା ଶୂନ୍ୟ ପଡ଼ିଅଛି
ହୃଦୟ ପଡିଛି ଖାଲି
ତୁମେ ଗଲା ପରେ ପାଷାଣ ଶରୀର
ପାରୁନି ଆଗକୁ ଚାଲି..
ମୋ ମନରେ କେତେ ସ୍ୱପ୍ନ ସଜାଇଲ
ପୂରଣ କରିଲ ନାହିଁ
ଅଧା ବାଟେ ମୋତେ ପର କରିଦେଲ
ନିଃସଙ୍ଗ ଯେ ଲାଗୁଥାଇ...
ଆଉ କା ଜୀବନେ ସଂଜୀବନୀ ଦେଲ
ଗଢ଼ିଲ ନୂଆ ସଂସାର
ମୋ ଜୀବନ ପଥ ଶୂନ୍ୟ କରିଦେଲ
ବଞ୍ଚିବା ଲାଗେ ଅସାର...
ଏତେ କଥା ଯଦି ତୁମ ମନେ ଥିଲା
ସମ୍ପର୍କ ଗଢ଼ିଲ କାହିଁ
ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ
ଆଖି ଲୁହ ହୁଏ ନଈ...

©Subrat Kanungo

"ତୁମେ ଗଲା ପରେ" ------------------------ ମନର ଅଗଣା ଶୂନ୍ୟ ପଡ଼ିଅଛି ହୃଦୟ ପଡିଛି ଖାଲି ତୁମେ ଗଲା ପରେ ପାଷାଣ ଶରୀର ପାରୁନି ଆଗକୁ ଚାଲି.. ମୋ ମନରେ କେତେ ସ୍ୱପ୍ନ ସଜାଇଲ ପୂରଣ କରିଲ ନାହିଁ ଅଧା ବାଟେ ମୋତେ ପର କରିଦେଲ ନିଃସଙ୍ଗ ଯେ ଲାଗୁଥାଇ... ଆଉ କା ଜୀବନେ ସଂଜୀବନୀ ଦେଲ ଗଢ଼ିଲ ନୂଆ ସଂସାର ମୋ ଜୀବନ ପଥ ଶୂନ୍ୟ କରିଦେଲ ବଞ୍ଚିବା ଲାଗେ ଅସାର... ଏତେ କଥା ଯଦି ତୁମ ମନେ ଥିଲା ସମ୍ପର୍କ ଗଢ଼ିଲ କାହିଁ ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ ଆଖି ଲୁହ ହୁଏ ନଈ... ©Subrat Kanungo

#lonely

People who shared love close

More like this

Trending Topic