White ମୁଁ ଏକା ତୁମର ************* ଚହଲା ବୟସର କୁମାରୀ | ଓଡ଼ିଆ Life

"White ମୁଁ ଏକା ତୁମର ************* ଚହଲା ବୟସର କୁମାରୀ ମନ ପରି ଅଜଣା ଜଙ୍ଗଲଟି ଯେମିତି ଶିହରୀ ଉଠୁଛି। ବୃକ୍ଷ ଲତା ଫାଙ୍କରୁ ଭାସି ଆସୁଛି କାହାର ମିଠା ମିଠା ସ୍ଵନ। କେହି ଯେମିତି ହୃଦୟର ସବୁ ଅନୁରାଗ ଢାଳି ଦେଇ ତୋଳି ଚାଲିଛି ସାତ ସୁର ଆଠ ଲୟ ର ସଂଗୀତ। କୁଆଁରୀ ଟି ନିଶ୍ଚୟ ସେଇ ବଂଶୀ ବାଦକର ପ୍ରେମରେ ପଡିବା ଥୟ। ଫୁଲ ପାଖୁଡ଼ାରେ ଯେମିତି ମଗ୍ନ ମଧୁପ ନିଜ ମୁହଁ ଦେଖି ଭାବୁଛି ଆହା ୟେ ଜଙ୍ଗଲରେ ଅଦିନରେ ଆସିଥିବା ବସନ୍ତର ନାୟକ କେବଳ ସେ। ମୁହଁ ରେ ତାର ଫୁଟିଉଠୁଛି ଦୁଷ୍ଟାମୀର ହସ ଖିଏ।। ****** ©Subrat Kanungo"

 White ମୁଁ ଏକା ତୁମର
*************
ଚହଲା ବୟସର କୁମାରୀ ମନ ପରି
ଅଜଣା ଜଙ୍ଗଲଟି ଯେମିତି
ଶିହରୀ ଉଠୁଛି।
ବୃକ୍ଷ ଲତା ଫାଙ୍କରୁ ଭାସି ଆସୁଛି
କାହାର ମିଠା ମିଠା ସ୍ଵନ।
କେହି ଯେମିତି ହୃଦୟର 
ସବୁ ଅନୁରାଗ ଢାଳି ଦେଇ ତୋଳି ଚାଲିଛି
ସାତ ସୁର ଆଠ ଲୟ ର ସଂଗୀତ।
କୁଆଁରୀ ଟି ନିଶ୍ଚୟ ସେଇ ବଂଶୀ ବାଦକର
ପ୍ରେମରେ ପଡିବା ଥୟ।
ଫୁଲ ପାଖୁଡ଼ାରେ ଯେମିତି ମଗ୍ନ ମଧୁପ
ନିଜ ମୁହଁ ଦେଖି ଭାବୁଛି
ଆହା ୟେ ଜଙ୍ଗଲରେ ଅଦିନରେ ଆସିଥିବା
ବସନ୍ତର ନାୟକ କେବଳ ସେ।
ମୁହଁ ରେ ତାର ଫୁଟିଉଠୁଛି 
ଦୁଷ୍ଟାମୀର ହସ ଖିଏ।।
******

©Subrat Kanungo

White ମୁଁ ଏକା ତୁମର ************* ଚହଲା ବୟସର କୁମାରୀ ମନ ପରି ଅଜଣା ଜଙ୍ଗଲଟି ଯେମିତି ଶିହରୀ ଉଠୁଛି। ବୃକ୍ଷ ଲତା ଫାଙ୍କରୁ ଭାସି ଆସୁଛି କାହାର ମିଠା ମିଠା ସ୍ଵନ। କେହି ଯେମିତି ହୃଦୟର ସବୁ ଅନୁରାଗ ଢାଳି ଦେଇ ତୋଳି ଚାଲିଛି ସାତ ସୁର ଆଠ ଲୟ ର ସଂଗୀତ। କୁଆଁରୀ ଟି ନିଶ୍ଚୟ ସେଇ ବଂଶୀ ବାଦକର ପ୍ରେମରେ ପଡିବା ଥୟ। ଫୁଲ ପାଖୁଡ଼ାରେ ଯେମିତି ମଗ୍ନ ମଧୁପ ନିଜ ମୁହଁ ଦେଖି ଭାବୁଛି ଆହା ୟେ ଜଙ୍ଗଲରେ ଅଦିନରେ ଆସିଥିବା ବସନ୍ତର ନାୟକ କେବଳ ସେ। ମୁହଁ ରେ ତାର ଫୁଟିଉଠୁଛି ଦୁଷ୍ଟାମୀର ହସ ଖିଏ।। ****** ©Subrat Kanungo

#sad_quotes

People who shared love close

More like this

Trending Topic