Unsplash
ବେଳେବେଳେ ଏମିତି ଲୋକଙ୍କ ସହ ଏତେ ଗଭୀର ସମ୍ପର୍କ ହୋଇଯାଏ ଯେ, ପ୍ରତି ମୁହୁର୍ତରେ କିଛି କାର୍ଯ୍ୟ କରିବା ପୂର୍ବରୁ ତାଙ୍କ କଥା ହିଁ ବହୁତ ମନେ ପଡେ ଏବଂ ତାଙ୍କ ଛବି ବି ନାଚି ଯାଏ ମନ ମଧ୍ୟରେ l ସେଠି ବୟସର ବି କିଛି ମାନେ ନ ଥାଏ l ସମ୍ପର୍କରେ ସାନ ବଡ଼, ଧନୀ ନିର୍ଦ୍ଧନୀ, ଉଚ୍ଚ ନୀଚ ଭେଦଭାବ କିଛି ରୁହେନି l
ଆଜିର ଦିନଟି ଶୁଭ ଓ ମଙ୍ଗଳମୟ ହେଉ l
ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶୁଭେଚ୍ଛା ଓ ଅଭିନନ୍ଦନ l
©Shritika Das
#snow quotes on life