କିଏ କହିଲା ତୁମେ ନିଃସଙ୍ଗ ଅଛ ଏ ପାଣି, ଏ ପବନ, ଏ ବୃକ୍ଷ, | ଓଡ଼ିଆ କବିତା Video

"କିଏ କହିଲା ତୁମେ ନିଃସଙ୍ଗ ଅଛ ଏ ପାଣି, ଏ ପବନ, ଏ ବୃକ୍ଷ, ଏ ଆକାଶ ଚନ୍ଦ୍ର, ତାରା, ସୂର୍ଯ୍ୟ, ଏ ରାସ୍ତା ତୁମ ସହ ଅଛନ୍ତି ଥରେ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କର ଦେଖିବ ସେମାନେ କେମିତି କଥାକହି ଉଠିବେ ଆଉ ତାର କମ୍ପନ ସମଗ୍ର ବିଶ୍ବକୁ ଶୁଣାଯିବ ।। ©Tafizul Sambalpuri "

କିଏ କହିଲା ତୁମେ ନିଃସଙ୍ଗ ଅଛ ଏ ପାଣି, ଏ ପବନ, ଏ ବୃକ୍ଷ, ଏ ଆକାଶ ଚନ୍ଦ୍ର, ତାରା, ସୂର୍ଯ୍ୟ, ଏ ରାସ୍ତା ତୁମ ସହ ଅଛନ୍ତି ଥରେ ସେମାନଙ୍କ ସହ ଭାବର ଆଦାନ ପ୍ରଦାନ କର ଦେଖିବ ସେମାନେ କେମିତି କଥାକହି ଉଠିବେ ଆଉ ତାର କମ୍ପନ ସମଗ୍ର ବିଶ୍ବକୁ ଶୁଣାଯିବ ।। ©Tafizul Sambalpuri

#ଜୀବନ

People who shared love close

More like this

Trending Topic