#@ମୋ ସୁନା ଭାଉଜ @# ପନତକାନି ରେ କର ତୁମେ ନିଜର ସତେ କି

"#@ମୋ ସୁନା ଭାଉଜ @# ପନତକାନି ରେ କର ତୁମେ ନିଜର ସତେ କି ଯଶୋଦା ମାଆ, ଭୁଲିବି କେମିତି ତୁମ ସ୍ନେହ ପ୍ରିତି ତୁମେ ମୋ ଶୀତଳ ଚନ୍ଦ୍ରମା । ମାପି କି ପାରିବି ଆଉ କହାସାଥେ ମୁଁ ତୁମର ଗେହ୍ଲା ଧନ, ଯେବେ ସ୍ନେହ କର ନିଜଠୁ ଅଧିକ ମୁଁ ଭାବେ ତୁମ ସନ୍ତାନ । ପର ଜନ୍ମରେ ଥିଲା କି ସମ୍ପର୍କ ଏ ଜନ୍ମ ରେ ହେଲ ନିଜର, କର୍ତ୍ତବ୍ୟ ତୁମର କରିବେନି ହେଲା କରିବନି କେବେ ପର । କାହାପାଇଁ ଆଉ ମନ୍ଦିର ମୁ ଯିବି ତୁମେ ମୋ ଜିଅନ୍ତା ଦେବୀ, ଭାଇ ମୋର ପିତା ତୁମେ ମୋର ମାତା ପୂଜିବି ତୁମକୁ ନୀତି । ଚରଣ ଯୁଗଲେ ଥିବି ମୁଣ୍ଡପାତି ଦେବ ମୋତେ ସ୍ନେହ ,ଶ୍ରଦ୍ଧା, ତୁମ ଆର୍ଶିବାଦେ ହେବି ମୁଁ ବଡ଼ ମୋ ମନେ ଦେବନି ବାଧା । ମୋ ଦୁଃଖରେ ଦୁଃଖୀ ହୋଇଥାଅ ମୋ ସୁଖ ରେ ହୁଅ ସୁଖି, ନୁହେ କି ତୁମେ ମୋ ଯୋଶୋଦା ମା ' ହୋଇନ ପାରିଲେ ଦେବକୀ । ଭଲପାଇବା ରେ ବାନ୍ଧି ରଖିଥିବ ହେଲେ ମୁଁ ଯେତେ ଦୁଷ୍ଟ ସବୁବେଳେ ମତେ ଶିଖାଉ ଥିବ କହିବାକୁ ସଦା ମିଷ୍ଟ । ©Iswar Meher"

 #@ମୋ ସୁନା ଭାଉଜ @#

ପନତକାନି ରେ କର ତୁମେ ନିଜର
ସତେ କି ଯଶୋଦା ମାଆ,
ଭୁଲିବି କେମିତି ତୁମ ସ୍ନେହ ପ୍ରିତି
ତୁମେ ମୋ ଶୀତଳ ଚନ୍ଦ୍ରମା ।
ମାପି କି ପାରିବି ଆଉ କହାସାଥେ
ମୁଁ ତୁମର ଗେହ୍ଲା ଧନ,
ଯେବେ ସ୍ନେହ କର ନିଜଠୁ ଅଧିକ
ମୁଁ ଭାବେ ତୁମ ସନ୍ତାନ ।
ପର ଜନ୍ମରେ ଥିଲା କି ସମ୍ପର୍କ
ଏ ଜନ୍ମ ରେ ହେଲ ନିଜର,
କର୍ତ୍ତବ୍ୟ ତୁମର କରିବେନି ହେଲା 
କରିବନି କେବେ ପର  ।
କାହାପାଇଁ ଆଉ ମନ୍ଦିର ମୁ ଯିବି
ତୁମେ ମୋ ଜିଅନ୍ତା ଦେବୀ,
ଭାଇ ମୋର ପିତା ତୁମେ ମୋର ମାତା
ପୂଜିବି ତୁମକୁ ନୀତି ।
ଚରଣ ଯୁଗଲେ ଥିବି ମୁଣ୍ଡପାତି
ଦେବ ମୋତେ ସ୍ନେହ ,ଶ୍ରଦ୍ଧା,
ତୁମ ଆର୍ଶିବାଦେ ହେବି ମୁଁ ବଡ଼
ମୋ ମନେ ଦେବନି ବାଧା ।
ମୋ ଦୁଃଖରେ ଦୁଃଖୀ ହୋଇଥାଅ 
ମୋ ସୁଖ ରେ ହୁଅ ସୁଖି,
ନୁହେ କି ତୁମେ ମୋ ଯୋଶୋଦା ମା '
ହୋଇନ ପାରିଲେ ଦେବକୀ ।
ଭଲପାଇବା ରେ ବାନ୍ଧି ରଖିଥିବ
ହେଲେ ମୁଁ ଯେତେ ଦୁଷ୍ଟ
ସବୁବେଳେ ମତେ ଶିଖାଉ ଥିବ
କହିବାକୁ ସଦା ମିଷ୍ଟ ।

©Iswar Meher

#@ମୋ ସୁନା ଭାଉଜ @# ପନତକାନି ରେ କର ତୁମେ ନିଜର ସତେ କି ଯଶୋଦା ମାଆ, ଭୁଲିବି କେମିତି ତୁମ ସ୍ନେହ ପ୍ରିତି ତୁମେ ମୋ ଶୀତଳ ଚନ୍ଦ୍ରମା । ମାପି କି ପାରିବି ଆଉ କହାସାଥେ ମୁଁ ତୁମର ଗେହ୍ଲା ଧନ, ଯେବେ ସ୍ନେହ କର ନିଜଠୁ ଅଧିକ ମୁଁ ଭାବେ ତୁମ ସନ୍ତାନ । ପର ଜନ୍ମରେ ଥିଲା କି ସମ୍ପର୍କ ଏ ଜନ୍ମ ରେ ହେଲ ନିଜର, କର୍ତ୍ତବ୍ୟ ତୁମର କରିବେନି ହେଲା କରିବନି କେବେ ପର । କାହାପାଇଁ ଆଉ ମନ୍ଦିର ମୁ ଯିବି ତୁମେ ମୋ ଜିଅନ୍ତା ଦେବୀ, ଭାଇ ମୋର ପିତା ତୁମେ ମୋର ମାତା ପୂଜିବି ତୁମକୁ ନୀତି । ଚରଣ ଯୁଗଲେ ଥିବି ମୁଣ୍ଡପାତି ଦେବ ମୋତେ ସ୍ନେହ ,ଶ୍ରଦ୍ଧା, ତୁମ ଆର୍ଶିବାଦେ ହେବି ମୁଁ ବଡ଼ ମୋ ମନେ ଦେବନି ବାଧା । ମୋ ଦୁଃଖରେ ଦୁଃଖୀ ହୋଇଥାଅ ମୋ ସୁଖ ରେ ହୁଅ ସୁଖି, ନୁହେ କି ତୁମେ ମୋ ଯୋଶୋଦା ମା ' ହୋଇନ ପାରିଲେ ଦେବକୀ । ଭଲପାଇବା ରେ ବାନ୍ଧି ରଖିଥିବ ହେଲେ ମୁଁ ଯେତେ ଦୁଷ୍ଟ ସବୁବେଳେ ମତେ ଶିଖାଉ ଥିବ କହିବାକୁ ସଦା ମିଷ୍ଟ । ©Iswar Meher

woq

#ମୋ ସୁନା ଭାଉଜ

People who shared love close

More like this

Trending Topic