White ଏମିତି ନୁହେଁ କି, ଇଶାରା ତୋ ସବୁ ବୁଝି ପାରେନା
ବୁଝି ତ ପରେ , ସବୁ କିନ୍ତୁ ବୁଝି ପାରେନା ।
ବହୁଥିବା ତୋର ଅଶାନ୍ତ ନଈର ଲହଡ଼ା ତ ବୁଝିଯାଏ,
ନୀରବ ଦୁଇ କୁଳ କିନ୍ତୁ ବୁଝି ପାରେନା ।
କେଉଠି କେଜାଣି ଖବର ମୋର ମିଳେନା,
କେଉଠି କେଜାଣି ତୋ ବିଷୟରେ ବୁଝି ପାରେନା ।
ହୋଇ ଯାଏ କେବେ ସବୁକିଛି ବୁଝା ବାହାରେ
ସବୁ ବୁଝି କେବେ କିଛି ବି ତ ବୁଝି ପରେନା।।
~ଭକ୍ତ
©BP Bagh
#sad_quotes