ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ ପ୍ରେମ ମାନେ କଣ କହିବ କି | ଓଡ଼ିଆ Life

"ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ ପ୍ରେମ ମାନେ କଣ କହିବ କି ? ହସି ହସି କହିଲି ମୁଁ... ଆଗ ମୋତେ କୁହ କୋଉ ପ୍ରେମ କଥା ଶୁଣିବ ? ଆଗକାଳେ ପ୍ରେମ ଜାତ ହେଉଥିଲା ସଜଳ ଆଖିର ଲୁହରେ, ମରିଯାଉଥିଲା କେଉଁ କିଶୋରୀର ଅଦେଖା ଛାତିର କୋହରେ... ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର Mobile missed call ରେ, ଶେଷ ହୁଏ police ର ମାଡ଼ରେ ଆଉ ଅନ୍ଧାରି ହାଜତ ଘରେ... ******** ©Subrat Kanungo"

 ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ 
ପ୍ରେମ ମାନେ କଣ କହିବ କି ?
ହସି ହସି କହିଲି ମୁଁ...
ଆଗ ମୋତେ କୁହ କୋଉ 
ପ୍ରେମ କଥା ଶୁଣିବ ?
ଆଗକାଳେ ପ୍ରେମ ଜାତ ହେଉଥିଲା 
ସଜଳ ଆଖିର ଲୁହରେ,
ମରିଯାଉଥିଲା କେଉଁ କିଶୋରୀର 
ଅଦେଖା ଛାତିର କୋହରେ...
ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର
Mobile missed call ରେ,
ଶେଷ ହୁଏ police ର ମାଡ଼ରେ 
ଆଉ ଅନ୍ଧାରି ହାଜତ ଘରେ...
********

©Subrat Kanungo

ଦିନେ ଜଣେ ବନ୍ଧୁ ପଚାରିଲେ ମୋତେ ପ୍ରେମ ମାନେ କଣ କହିବ କି ? ହସି ହସି କହିଲି ମୁଁ... ଆଗ ମୋତେ କୁହ କୋଉ ପ୍ରେମ କଥା ଶୁଣିବ ? ଆଗକାଳେ ପ୍ରେମ ଜାତ ହେଉଥିଲା ସଜଳ ଆଖିର ଲୁହରେ, ମରିଯାଉଥିଲା କେଉଁ କିଶୋରୀର ଅଦେଖା ଛାତିର କୋହରେ... ଏବେ ପ୍ରେମ ହୁଏ ଉଦ୍ଭ୍ରାନ୍ତ ମାନଙ୍କର Mobile missed call ରେ, ଶେଷ ହୁଏ police ର ମାଡ଼ରେ ଆଉ ଅନ୍ଧାରି ହାଜତ ଘରେ... ******** ©Subrat Kanungo

#Tuaurmain

People who shared love close

More like this

Trending Topic