White ଜୀବନ ର ସନ୍ଧ୍ୟା ରେ ଅନୁଭୂତି ଆଲୋକରେ ସ୍ପଷ୍ଟ ଦିଶେ | ଓଡ଼ିଆ କବିତା

"White ଜୀବନ ର ସନ୍ଧ୍ୟା ରେ ଅନୁଭୂତି ଆଲୋକରେ ସ୍ପଷ୍ଟ ଦିଶେ ଅନ୍ଧକାରେ ରାମ ନାମ ମନ ଧରେ କବିମନ ହଜିଯାଏ ମାୟାମୋହ ଛାଡିଯାଏ ଆଉ କବିତା ର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera"

 White ଜୀବନ ର ସନ୍ଧ୍ୟା ରେ
ଅନୁଭୂତି ଆଲୋକରେ
ସ୍ପଷ୍ଟ ଦିଶେ ଅନ୍ଧକାରେ
ରାମ ନାମ ମନ ଧରେ
କବିମନ ହଜିଯାଏ
ମାୟାମୋହ ଛାଡିଯାଏ
ଆଉ କବିତା ର ଶବ୍ଦ ସବୁ
କବିତା ପାଲଟି ଯାଏ।
#ଶୁଭ ସକାଳ #

©Joy Krishna Behera

White ଜୀବନ ର ସନ୍ଧ୍ୟା ରେ ଅନୁଭୂତି ଆଲୋକରେ ସ୍ପଷ୍ଟ ଦିଶେ ଅନ୍ଧକାରେ ରାମ ନାମ ମନ ଧରେ କବିମନ ହଜିଯାଏ ମାୟାମୋହ ଛାଡିଯାଏ ଆଉ କବିତା ର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera

କବି ର ଶବ୍ଦ ସବୁ କବିତା ପାଲଟି ଯାଏ

People who shared love close

More like this

Trending Topic