White ସନ୍ଧ୍ୟା ର ବଜାର ଭୀଡରେ ଦେଖି ଏକ ଅସାମାନ୍ୟ ସୁନ୍ଦର | ଓଡ଼ିଆ କବିତା

"White ସନ୍ଧ୍ୟା ର ବଜାର ଭୀଡରେ ଦେଖି ଏକ ଅସାମାନ୍ୟ ସୁନ୍ଦରୀ ଝିଅ କୁ ବାହାରିଗଲା ଅକସ୍ମାତ୍ ମୋ ମୁହଁ ରୁ ଦେଖ୍ ଦେଖ୍ ଶିଳ୍ପୀ ର ଏକ ମୂର୍ତ୍ତି ପରି ଦିଶେ। *******ଶୁଭ ସକାଳ******* ©Joy Krishna Behera"

 White ସନ୍ଧ୍ୟା ର ବଜାର ଭୀଡରେ
ଦେଖି ଏକ ଅସାମାନ୍ୟ ସୁନ୍ଦରୀ ଝିଅ କୁ
ବାହାରିଗଲା ଅକସ୍ମାତ୍ ମୋ ମୁହଁ ରୁ
ଦେଖ୍ ଦେଖ୍ 
ଶିଳ୍ପୀ ର ଏକ ମୂର୍ତ୍ତି ପରି ଦିଶେ।

*******ଶୁଭ ସକାଳ*******

©Joy Krishna Behera

White ସନ୍ଧ୍ୟା ର ବଜାର ଭୀଡରେ ଦେଖି ଏକ ଅସାମାନ୍ୟ ସୁନ୍ଦରୀ ଝିଅ କୁ ବାହାରିଗଲା ଅକସ୍ମାତ୍ ମୋ ମୁହଁ ରୁ ଦେଖ୍ ଦେଖ୍ ଶିଳ୍ପୀ ର ଏକ ମୂର୍ତ୍ତି ପରି ଦିଶେ। *******ଶୁଭ ସକାଳ******* ©Joy Krishna Behera

ମୂର୍ତ୍ତି ଓ ମଡେଲ

People who shared love close

More like this

Trending Topic