ମୁଁ ଏକ ବର୍ତମାନ
ଏଠି ସେଠି ସବୁଠି
ବିସ୍ତାରିତ ମୋର ଅସ୍ତିତ୍ବ
ଏକ ଭିନ୍ନ ଆଲୋଡା ପରିଚୟ
ହୁଏତ ମୋର ଭବିଷ୍ୟତ
ଯାହା ମୁଁ ଶିଖି ପିରିଲି ନାହିଁ ଇତିହାସରୁ
ତାହା ମୋର ଅତୀତ
ସମସ୍ତଙ୍କ ମିଶ୍ରଣରେ ହିଁ
ମୋର ଅସଲ ସ୍ୱରୂପ
ମତେ ଖୋଜିବାକୁ ଚେଷ୍ଟା କରନି
ଜମା ମିଳିବନି,
କେବଳ ମୁଠିଏ ପାଉଁଶ ବ୍ୟତୀତ ।।
©Tafizul Sambalpuri
#ପରିଚୟ