White ଜୀବନ ର ଚଲାପଥରେ କଣ୍ଟା ବାଜି ରକ୍ତ ଝରେ ବେଦନାରେ, | ଓଡ଼ିଆ କବିତା

"White ଜୀବନ ର ଚଲାପଥରେ କଣ୍ଟା ବାଜି ରକ୍ତ ଝରେ ବେଦନାରେ, ଯନ୍ତ୍ରଣା ରେ ଆଖି ଭିଜି ଲୁହ ଝରେ କବିମନ ହଜିଯାଏ ଦୁଃଖ ରେ ଦୋହଳି ଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera"

 White ଜୀବନ ର ଚଲାପଥରେ
କଣ୍ଟା ବାଜି ରକ୍ତ ଝରେ
ବେଦନାରେ, ଯନ୍ତ୍ରଣା ରେ
ଆଖି ଭିଜି ଲୁହ ଝରେ
କବିମନ ହଜିଯାଏ
ଦୁଃଖ ରେ ଦୋହଳି ଯାଏ
ଆଉ କବିର ଶବ୍ଦ ସବୁ
କବିତା ପାଲଟି ଯାଏ।

#ଶୁଭ ସକାଳ #

©Joy Krishna Behera

White ଜୀବନ ର ଚଲାପଥରେ କଣ୍ଟା ବାଜି ରକ୍ତ ଝରେ ବେଦନାରେ, ଯନ୍ତ୍ରଣା ରେ ଆଖି ଭିଜି ଲୁହ ଝରେ କବିମନ ହଜିଯାଏ ଦୁଃଖ ରେ ଦୋହଳି ଯାଏ ଆଉ କବିର ଶବ୍ଦ ସବୁ କବିତା ପାଲଟି ଯାଏ। #ଶୁଭ ସକାଳ # ©Joy Krishna Behera

କବିର ଶବ୍ଦ ସବୁ କବିତା ପାଲଟି ଯାଏ

People who shared love close

More like this

Trending Topic