White ଗାଢ଼ ନିଦରେ ଶୋଇଗଲା ପରେ ଏକ ଉଷୁମ ଛୁଆଁ ଅନୁଭବ କର | ଓଡ଼ିଆ Life

"White ଗାଢ଼ ନିଦରେ ଶୋଇଗଲା ପରେ ଏକ ଉଷୁମ ଛୁଆଁ ଅନୁଭବ କରେ... ସେ ବୋଧେ ଥାପିଦେଲା ତା କୋମଳ ଓଠ ମୋ କପାଳରେ.... ହଠାତ ଭାଙ୍ଗିଗଲା ନିଦ, କାଇଁ, କେହିତ ନାହିଁ କିଏ ବୋଧେ ଆସିଥିଲା ମୋ ସପନରେ, ଧେତ, ଏମିତି ବି କିଏ ସପନରେ ଆସେ ?? କେ ଜାଣେ କିଏ ସେ, ହେଲେ ଚେହେରା ତ ଝାପ୍ସା ଝାପ୍ସା ଅଧୁରା ଅସ୍ପଷ୍ଟ....!! ********* ©Subrat Kanungo"

 White ଗାଢ଼ ନିଦରେ ଶୋଇଗଲା ପରେ 
ଏକ ଉଷୁମ ଛୁଆଁ ଅନୁଭବ କରେ...
ସେ ବୋଧେ ଥାପିଦେଲା 
ତା କୋମଳ ଓଠ ମୋ କପାଳରେ....
ହଠାତ ଭାଙ୍ଗିଗଲା ନିଦ,
କାଇଁ, କେହିତ ନାହିଁ 
କିଏ ବୋଧେ ଆସିଥିଲା ମୋ ସପନରେ,
ଧେତ, ଏମିତି ବି କିଏ ସପନରେ ଆସେ ??
କେ ଜାଣେ କିଏ ସେ,
ହେଲେ ଚେହେରା ତ ଝାପ୍ସା ଝାପ୍ସା 
ଅଧୁରା ଅସ୍ପଷ୍ଟ....!!

*********

©Subrat Kanungo

White ଗାଢ଼ ନିଦରେ ଶୋଇଗଲା ପରେ ଏକ ଉଷୁମ ଛୁଆଁ ଅନୁଭବ କରେ... ସେ ବୋଧେ ଥାପିଦେଲା ତା କୋମଳ ଓଠ ମୋ କପାଳରେ.... ହଠାତ ଭାଙ୍ଗିଗଲା ନିଦ, କାଇଁ, କେହିତ ନାହିଁ କିଏ ବୋଧେ ଆସିଥିଲା ମୋ ସପନରେ, ଧେତ, ଏମିତି ବି କିଏ ସପନରେ ଆସେ ?? କେ ଜାଣେ କିଏ ସେ, ହେଲେ ଚେହେରା ତ ଝାପ୍ସା ଝାପ୍ସା ଅଧୁରା ଅସ୍ପଷ୍ଟ....!! ********* ©Subrat Kanungo

#good_night

People who shared love close

More like this

Trending Topic