ସେଇ ଶରତ ଋତୁର 
ହାଲୁକା କୁହୁଡ଼ି 
ମନଲୋଭା ଗଗନ 
ସବୁଜ ଗଛଲ
  • Latest
  • Popular
  • Video

ସେଇ ଶରତ ଋତୁର ହାଲୁକା କୁହୁଡ଼ି ମନଲୋଭା ଗଗନ ସବୁଜ ଗଛଲତା ଦେଖି ମନ ହୁଏ ଆର ଜନମେ ଜନମି ନେବି ପକ୍ଷୀ ଟିଏ ହୋଇ ଉଡ଼ିଯିବି ସେହି କୁହୁଡ଼ି ସହିତ ପୁଣି ଫେରି ଆସିବି ସବୁଜ ଗଛଲତା ଦେଖି ।। ©dil_ki.dhun

#autumn  ସେଇ ଶରତ ଋତୁର 
ହାଲୁକା କୁହୁଡ଼ି 
ମନଲୋଭା ଗଗନ 
ସବୁଜ ଗଛଲତା ଦେଖି
ମନ ହୁଏ 
ଆର ଜନମେ ଜନମି ନେବି
ପକ୍ଷୀ ଟିଏ ହୋଇ 
ଉଡ଼ିଯିବି ସେହି କୁହୁଡ଼ି ସହିତ 
ପୁଣି ଫେରି ଆସିବି
ସବୁଜ ଗଛଲତା ଦେଖି ।।

©dil_ki.dhun

#autumn

8 Love

Trending Topic