smrity s k

smrity s k

Cuttack,Odisha

  • Latest
  • Popular
  • Video

ଏ ମୋ ହୃଦୟ ତୋତେ ମୁଁ ପଚାରେ, କହ ମୋତେ ଆଜି ତୁ ଭାବି ଥରେ,, କଣ ମୁଁ ଚାହେଁ ଏଇ ଜୀବନରେ, ଯାହା ଭାବି ଭାବି ମୁଁ ନିତି ମରେ,,, ଭାବୁଛି ନିତି ମୁଁ କଥା ଯେ ହଜାରେ, ପାଉନି ଉତ୍ତର ଯେତେ ବି ପଚାରେ,, ଏ ମୋ ହୃଦୟ ତୋତେ ମୁଁ ପଚାରେ, କହ ମୋତେ ଆଜି ତୁ ଭାବି ଥରେ,,। ©smrity s k

#ଓଡ଼ିଆକବିତା #ଶାୟାରି #କବିତା #sayari #Tulips  ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,
କଣ ମୁଁ ଚାହେଁ ଏଇ ଜୀବନରେ,
ଯାହା ଭାବି ଭାବି ମୁଁ ନିତି ମରେ,,,
ଭାବୁଛି ନିତି ମୁଁ କଥା ଯେ ହଜାରେ,
ପାଉନି ଉତ୍ତର ଯେତେ ବି ପଚାରେ,,
ଏ ମୋ ହୃଦୟ ତୋତେ ମୁଁ ପଚାରେ,
କହ ମୋତେ ଆଜି ତୁ ଭାବି ଥରେ,,।

©smrity s k
#ଶାୟାରି #କବିତା #lightpole #sayari #poem #SAD  କେତେ ନିଜ ଲୋକ ଦେଖି ମୁଁ ଆସିଲି
ଏଇ ମୋର ଜୀବନରେ,,।
ସବୁ ଲୋକ ଏଠି ସ୍ୱାର୍ଥପର ବୋଲି
ଜାଣି ଗଲି ଧୀରେ ଧୀରେ,,।

©smrity s k

ଖୋଲା ହୃଦୟ ଓ ମନ ଥିବା ତୁମେ ବନ୍ଦ ବହିଟିଏ,,। ବହିଟିକୁ ଖୋଲି ପଢ଼ିଚି ଯିଏ ବି ବୁଝୁଛି ତୁମକୁ ସିଏ,,। ଯିଏ ନ ପଢ଼ିଛି ସିଏ କି ବୁଝିବ ତୁମର ସେ ହୃଦୟକୁ,, କିନ୍ତୁ ମୁଁ ନ ପଢି ବୁଝି ଯାଇଛି ସେ ବହିର ପ୍ରତ୍ୟେକ ଶବ୍ଦ କୁ,,। ©smrity s k

#ଶାୟାରି #sayari #kabita #poem  ଖୋଲା ହୃଦୟ ଓ ମନ ଥିବା
ତୁମେ ବନ୍ଦ ବହିଟିଏ,,।
ବହିଟିକୁ ଖୋଲି ପଢ଼ିଚି ଯିଏ ବି
ବୁଝୁଛି ତୁମକୁ ସିଏ,,।
ଯିଏ ନ ପଢ଼ିଛି ସିଏ କି ବୁଝିବ
ତୁମର ସେ ହୃଦୟକୁ,,
କିନ୍ତୁ ମୁଁ ନ ପଢି ବୁଝି ଯାଇଛି
ସେ ବହିର ପ୍ରତ୍ୟେକ ଶବ୍ଦ କୁ,,।

©smrity s k
#Memories

#Memories

101 View

#sorrow

#sorrow

132 View

#JalFlute #Miss_you #thought
Trending Topic