swetasumanmishra

swetasumanmishra

ନିୟତି ବନ୍ଧନ

  • Latest
  • Popular
  • Video
#विचार #Baagh  ବେଳେବେଳେ ପ୍ରଶ୍ନରେ ହିଁ 
ଉତ୍ତର ଲୁଚି ରହିଥାଏ,
ତ ପୁଣି କେତେବେଳେ 
ଉତ୍ତରରୁ ପ୍ରଶ୍ନ ସଠିକ୍ ଖୋଜି ହୁଏନା ।

©swetasumanmishra

#Baagh

27 View

ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ । ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।। କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ। ©swetasumanmishra

#समाज #Sanskrit #nitivani #Shloka #write  ସ୍ବଭାବଂ ନୈବ ମୁଞ୍ଚନ୍ତି ସନ୍ତଃ ସଂସର୍ଗତୋऽସତାମ୍ ।
ନ ତ୍ୟଜନ୍ତି ରୁତଂ ମଞ୍ଜୁ କାକ ସମ୍ପର୍କତଃ ପିକାଃ ।।

 କୁଆ ଦ୍ଵାରା ଲାଲିତପାଳିତ କୋଇଲି ତା'ର ମଧୁର ସ୍ୱରକୁ ନ ଛାଡ଼ିଲା ପରି ଦୁଷ୍ଟ ସଂସର୍ଗରେ ପଡ଼ିଲେ ମଧ୍ୟ ସଜ୍ଜନ ତା'ର ସ୍ଵଭାବକୁ ତ୍ୟାଗ କରେ ନାହିଁ।

©swetasumanmishra

यस्यामतं तस्य मतं मतं यस्य न वेद सः । अविज्ञातं विजानतां विज्ञातमविजानताम् ॥ २.३ ॥(केनोपनिषद्) ଯେ ଜାଣିଛି ସେ ଅଜ୍ଞେୟ ବୋଲି ଜାଣେ, ତେଣୁ କିଛି ଜାଣି ନାହିଁ ବୋଲି କହେ। ଯେ ଜାଣିଛି ବୋଲି କହେ ସେ କିଛି ଜାଣି ନାହିଁ। ଯେ ଆତ୍ମ ତତ୍ତ୍ଵ ସହ ସାକ୍ଷାତକାର କରନ୍ତି ତାଙ୍କ ପାଇଁ ଆତ୍ମା ଅଗୋଚର ଅଟେ। ଯେ ସାକ୍ଷାତକାର କରି ନାହାନ୍ତି ସେ ସବୁ ଜାଣିଛନ୍ତି ବୋଲି ଭାବନ୍ତି। ©swetasumanmishra

#पौराणिककथा #Science #write #Vedic #Veda  यस्यामतं तस्य मतं मतं यस्य न वेद सः ।
अविज्ञातं विजानतां विज्ञातमविजानताम् ॥ २.३ ॥(केनोपनिषद्)


ଯେ ଜାଣିଛି ସେ ଅଜ୍ଞେୟ ବୋଲି ଜାଣେ, ତେଣୁ କିଛି ଜାଣି ନାହିଁ ବୋଲି କହେ। ଯେ ଜାଣିଛି ବୋଲି କହେ ସେ କିଛି ଜାଣି ନାହିଁ। ଯେ ଆତ୍ମ ତତ୍ତ୍ଵ ସହ ସାକ୍ଷାତକାର କରନ୍ତି ତାଙ୍କ ପାଇଁ ଆତ୍ମା ଅଗୋଚର ଅଟେ। ଯେ ସାକ୍ଷାତକାର କରି ନାହାନ୍ତି ସେ ସବୁ ଜାଣିଛନ୍ତି ବୋଲି ଭାବନ୍ତି।

©swetasumanmishra

ଶୁଣୁ ଶୁଣୁ କଥା ତୋର ସ୍ମୃତିକୁ ଶୁଣିଲି ଗୁଣୁ ଗୁଣୁ ଗାଇ ଗାଇ ସ୍ମୃତିକୁ ବୁଝିଲି ସ୍ମୃତି ମୋର ସ୍ମୃତି ମୋର ଭଲ ପାଇଗଲି ତତେ ଭଲ ପାଇଗଲି ©swetasumanmishra

#ज़िन्दगी #Remember #writting #thought #author  ଶୁଣୁ ଶୁଣୁ କଥା ତୋର ସ୍ମୃତିକୁ ଶୁଣିଲି
ଗୁଣୁ ଗୁଣୁ ଗାଇ ଗାଇ ସ୍ମୃତିକୁ ବୁଝିଲି
ସ୍ମୃତି ମୋର ସ୍ମୃତି ମୋର
ଭଲ ପାଇଗଲି
ତତେ ଭଲ ପାଇଗଲି

©swetasumanmishra

ସ୍ମୃତିରେ ରହିବାକୁ ଚାହୁଁଛି ସ୍ମୃତି ସହିତ ରହିବାକୁ ଚାହୁଁଛି। ©swetasumanmishra

#कविता #KhaamoshAwaaz  ସ୍ମୃତିରେ ରହିବାକୁ ଚାହୁଁଛି
ସ୍ମୃତି ସହିତ ରହିବାକୁ ଚାହୁଁଛି।

©swetasumanmishra

ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ ମୁଁ ମୋ ଭାବନାକୁ ଭୁଲି ଯାଉଛି। ସତରେ କଣ ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ, ନା ଭାବନା ବଢେ ସେ ସ୍ମୃତିର ବାହାନାରେ। ©swetasumanmishra

#कविता #Betterhalf #poatry #India #Poet  ତମ ପାଇଁ କିଛି ଲେଖିବାକୁ ଚାହିଁଥିଲି
କିନ୍ତୁ ତମେ ମୋ ଭାବନାରେ ଏମିତି ଅଛ ଯେ
 ମୁଁ ମୋ ଭାବନାକୁ ଭୁଲି ଯାଉଛି।
ସତରେ କଣ 
ସ୍ମୃତି ଆସିଲା ପରେ ଭାବନାକୁ ଭୁଲିବାକୁ ପଡେ,
ନା ଭାବନା ବଢେ ସେ ସ୍ମୃତିର ବାହାନାରେ।

©swetasumanmishra
Trending Topic