White ଛିଟା ଛିଟା ବର୍ଷାର ଆଲିଙ୍ଗନରେ ମନରେ ଅଜଣା ଜୁଆରର | ଓଡ଼ିଆ କବିତା Video

"White ଛିଟା ଛିଟା ବର୍ଷାର ଆଲିଙ୍ଗନରେ ମନରେ ଅଜଣା ଜୁଆରର ସ୍ପର୍ଶ । ସତେ ଯେପରି ପୁରୁଣା କିଛି ସ୍ମୃତି ଆଜି ହୃଦୟକୁ ଅଥୟ କରିଚାଲିଛି । ଆଉ ମୁଁ ନିରବଦ୍ରଷ୍ଟା ସାଜି ଅଦିନିଆ ବର୍ଷାରେ ଭିଜି ଚାଲିଛି ... ©Prashanta Kumar Sahu "

White ଛିଟା ଛିଟା ବର୍ଷାର ଆଲିଙ୍ଗନରେ ମନରେ ଅଜଣା ଜୁଆରର ସ୍ପର୍ଶ । ସତେ ଯେପରି ପୁରୁଣା କିଛି ସ୍ମୃତି ଆଜି ହୃଦୟକୁ ଅଥୟ କରିଚାଲିଛି । ଆଉ ମୁଁ ନିରବଦ୍ରଷ୍ଟା ସାଜି ଅଦିନିଆ ବର୍ଷାରେ ଭିଜି ଚାଲିଛି ... ©Prashanta Kumar Sahu

#love_shayari

People who shared love close

More like this

Trending Topic