White ନିଶ୍ଚଳ ଏଇ ରାତିରେ କେଉଁଠୁ ଶୁଭିଲା ଏତେ ତୀବ୍ର ଚିତ | ଓଡ଼ିଆ Love

"White ନିଶ୍ଚଳ ଏଇ ରାତିରେ କେଉଁଠୁ ଶୁଭିଲା ଏତେ ତୀବ୍ର ଚିତ୍କାର, କିଏ ଜଣେ ନୀରବ ହେଇଗଲା କି ତମ ବିଛଣା ପାଖରେ ବସି ? କେମିତିଆ ତୁମେ ?? କେତେବେଳେ କୋଉଠି ନିଜକୁ ହଜେଇ , ଖୋଜୁଚ ଖାଲି ଆଦେଖା ଅଗଣା ଭିତରେ । ଘନ ଅନ୍ଧାର ମାଡି ଆସୁଛି ,ଚାଲ ଶୀଘ୍ର ଚାଲ ତୁମେ ମତେ ଖୋଜ , ମୁଁ ତୁମକୁ ଖୋଜେ କିଏ ତ ରହି ଯାଇଛି କେଉଁଠି ସେ ଦୂର ଅଧା ବାଟରେ । ©BP Bagh"

 White ନିଶ୍ଚଳ ଏଇ ରାତିରେ କେଉଁଠୁ ଶୁଭିଲା ଏତେ ତୀବ୍ର ଚିତ୍କାର,
କିଏ ଜଣେ ନୀରବ ହେଇଗଲା କି ତମ ବିଛଣା ପାଖରେ ବସି ?
କେମିତିଆ ତୁମେ ??
କେତେବେଳେ କୋଉଠି ନିଜକୁ ହଜେଇ ,
  ଖୋଜୁଚ ଖାଲି ଆଦେଖା ଅଗଣା ଭିତରେ ।
ଘନ ଅନ୍ଧାର ମାଡି ଆସୁଛି ,ଚାଲ ଶୀଘ୍ର ଚାଲ 
ତୁମେ ମତେ ଖୋଜ , ମୁଁ ତୁମକୁ ଖୋଜେ
କିଏ ତ ରହି ଯାଇଛି କେଉଁଠି ସେ ଦୂର ଅଧା ବାଟରେ ।

©BP Bagh

White ନିଶ୍ଚଳ ଏଇ ରାତିରେ କେଉଁଠୁ ଶୁଭିଲା ଏତେ ତୀବ୍ର ଚିତ୍କାର, କିଏ ଜଣେ ନୀରବ ହେଇଗଲା କି ତମ ବିଛଣା ପାଖରେ ବସି ? କେମିତିଆ ତୁମେ ?? କେତେବେଳେ କୋଉଠି ନିଜକୁ ହଜେଇ , ଖୋଜୁଚ ଖାଲି ଆଦେଖା ଅଗଣା ଭିତରେ । ଘନ ଅନ୍ଧାର ମାଡି ଆସୁଛି ,ଚାଲ ଶୀଘ୍ର ଚାଲ ତୁମେ ମତେ ଖୋଜ , ମୁଁ ତୁମକୁ ଖୋଜେ କିଏ ତ ରହି ଯାଇଛି କେଉଁଠି ସେ ଦୂର ଅଧା ବାଟରେ । ©BP Bagh

#sad_quotes

People who shared love close

More like this

Trending Topic